(ଦ କୁଇଭର): ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଅଘଟଣ । ଗତକାଲି ଦେଶୀ ଡଙ୍ଗା ବୁଡ଼ି ଜଣେ ନିଖୋଜ ହୋଇଥିବାବେଳେ , ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ତନାଘନା ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ।ସୂଚନା ଅନୁସାରେ ନାକାମାମୁଡ଼ି ଗ୍ରାମ ପଞ୍ଚାୟତ ଡାଇକ- ୩ ଗ୍ରାମର ତିନିଜଣ ବ୍ୟକ୍ତି ଗତକାଲି ଅପରାହ୍ନରେ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗା ଯୋଗ ସିଙ୍ଗାରାମକୁ ମାଛ ଧରିବା ପାଇଁ ଯାଇଥିଲେ। ଫେରୁଥିବା ସମୟରେ ଭୀଷଣ















