Vimala Devi by Abhiroop Dei
seen from China
seen from China
seen from United States
seen from Malaysia
seen from United States
seen from China
seen from United Kingdom

seen from China
seen from Netherlands

seen from United Kingdom
seen from United States

seen from United States

seen from United States

seen from United States

seen from Singapore
seen from Spain
seen from Australia
seen from Australia
seen from United States
seen from France
Vimala Devi by Abhiroop Dei
ପାର୍ଶ୍ଵଦେବୀ ବିମଳା ସାରା ଭାରତବର୍ଷରେ ଶିବଙ୍କ ସହିତ ଦୁର୍ଗା ଉପାସିତ ହେଲାବେଳେ ପୁରୁଷୋତ୍ତମ କ୍ଷେତ୍ରରେ ବିମଳା ଓ ଜଗନ୍ନାଥଙ୍କୁ କେନ୍ଦ୍ର କରି ଶାକ୍ତ ଜଗତର ପରିକ୍ରମା ଦେଖାଯାଏ।ଜଗନ୍ନାଥଙ୍କ ପତ୍ନୀ ମହାଲକ୍ଷ୍ମୀ ହେଲେ ମଧ୍ୟ ପୀଠେଶ୍ଵରୀ ହେଉଛନ୍ତି ବିମଳା।ସେ ଜଗନ୍ନାଥଙ୍କର ମାୟା ଶକ୍ତି,ବଳଭଦ୍ରଙ୍କର କ୍ରୟାଶକ୍ତି ଓ ସୁଭଦ୍ରାଙ୍କର ଇଛାଶକ୍ତି ରୂପେ ଗ୍ରହଣୀୟ।ଶକ୍ତି ସ୍ଵରୁପିଣୀ ଦେବୀ ପାର୍ବତୀ ଦକ୍ଷଯଜ୍ଞରେ ଆତ୍ମାହୁତି ଦେବାର ସମ୍ବାଦ ଶୁଣି ଦେବଦେବ ମହାଦେବ ବିରହରେ ଉନ୍ନତ୍ତ ହୋଇପଡିଲେ।ସେ ଶକ୍ତିଙ୍କ ଅର୍ଦ୍ଧଦଧ୍ଗ ଶରୀରକୁ ଧରି ପ୍ରଚଣ୍ଡ ବେଗରେ ପୃଥିବୀ ପରିକ୍ରମା କରିବାକୁ ଲାଗିଲେ।ସ୍ଵୟଂ ବିଷ୍ଣୁ ଦେବଦେବଙ୍କର ଚେତନା ଫେରାଇ ଆଣିବାର ପ୍ରଚେଷ୍ଟା କଲେ।ଶିବ ଚେତନା ପାଇ ଯେଉଁ ସ୍ଥାନରେ ପାଦ ରଖିଲେ ତାହା ପରମପାବନ ପାଦପୀଠ ନାମରେ ବିଖ୍ୟାତ।ପରେ ତାହା ଶ୍ରୀକ୍ଷେତ୍ର ହେଲା। ଦେବୀ ଦୈବୀଶକ୍ତି ଭାବରେ ଦଶହରା ଦଶଦିନ ପୂଜିତ ବାକି ସମୟ କୈବଲ୍ୟ ଭୋଜନ କରିଥାନ୍ତି।ମନ୍ଦିର ରେ ଥିବା ପାଚଂଫୁଟ ଉଚ୍ଚତା ବିଶିଷ୍ଟ ଏକ ମଣିବିଗ୍ରହ ଏବଂ ପଦ୍ମ ଉପରେ ଦେବୀ ବିରାଜମାନ କରିଥାନ୍ତି। ମାତା ସୁଭଦ୍ରାଙ୍କ ରଥରେ ପାର୍ଶ୍ଵ ଦେବୀ ଭାବରେ ଯେଉଁ ବିମଳା ମୂର୍ତ୍ତି ଅଙ୍କିତ ସେଥିରେ ଶୁଭ୍ରଙ୍ଗୀ ଲୋହିତ ବସନ ପରିଧାନ କରନ୍ତି।ଓଲଟା ପଦ୍ମପୀଠ ଉପରେ ଦଣ୍ଡାୟମାନ।ଉପର ଦକ୍ଷିଣ ହସ୍ତରେ ଏକ ମତ୍ସ୍ୟ ଓ ଏକ ମନୁଷ୍ୟ ଧରିଥିବାବେଳେ ତଳ ଦକ୍ଷିଣ ହସ୍ତ ବରଦ ମୁଦ୍ରାରେ ରହିଛି ଓ ବାମ ହସ୍ତରେ ଅମୃତ କଳସ ଧାରଣ କରିଛନ୍ତ।ଦକ୍ଷଣ ପାର୍ଶ୍ଵରେ ମାୟା ଓ ବାମ ପାର୍ଶ୍ଵରେ ପ୍ରଣମ୍ୟ ମୁଦ୍ରାରେ ସିଂହ ବିରାଜମାନ।
Siddha Bimala Devi, Odisha
. ~•~ Bimala >> Rp. 80.000 . Novel kuat yang mengambil latar belakang dunia ningrat dan tuan tanah di Bengala pada 1908 ini secara bagus menjalin tumbuhnya sebuah kisah cinta dengan kesadaran politik. Bimala tercabik-cabik antara kewajiban terhadap suaminya, Nikhil, dan tarikan yang teramat kuat dari Sandip sang pemimpin gerakan politik yang radikal dan memukau. Ia berjuang keras untuk mengatasi perbenturan yang tak terdamaikan antara tertib dunia rumah dan kebebasan--bisa juga keliaran--dunia luar. Kisah Bimala itu boleh jadi merefleksikan konflik internal India sendiri yang membayangkan pemecahannya yang tragis pada 1947. Kita bisa merasakan kompleksitas dan dimensi-dimensi sosial pada masa Tagore untuk memahami zaman kita. Namun demikian, novel ini tetaplah sebuah karya sastra yang secara indah menggambarkan lubuk batin manusia yang subtil dan tak terpermanai. ~•~ WA / LINE : 085640655073 #tagore #RabindranathTagore #bimala
THEY ARE SO CUTE TOGETHER OMG
OMG SHE IS ALSO SO SASSY