ଆସନ୍ତା କାଲି ତା - 09-09-21 (ଗୁରୁବାର) ଦିନ ସକାଳ 9:30 ଘଟିକାରେ ଫୁଲପଡା ଗ୍ରାମ ପଂଚାୟତଠାରେ COVID -19 ଟୀକାକରଣ କରାଯିବ l ୧୮ ବର୍ଷରୁ ଉର୍ଧ୍ଵ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଓ ଯେଉଁମାନେ 84 ଦିନ ଶେଷ କରିଥିବେ ସେହିମାନଙ୍କୁ ଦ୍ୱିତୀୟ ଡୋଜ ଦିଆଯିବ l ଗର୍ଭବତୀ ମହିଳାମାନଙ୍କୁ ଟୀକା ଦେବାରେ ଅଗ୍ରାଧିକାର ଦିଆଯିବ l {ବି. ଦ୍ର.- : ଲକ୍ଷ୍ୟ ଧାର୍ଯ୍ୟ 700 ଡୋଜ l ଆଧାରକାର୍ଡ଼ ଏକାଠି ସଂଗ୍ରହ କରନ୍ତୁ ନାହିଁ l ଶୃଙ୍ଖଳିତ ଭାବେ ସାମାଜିକ ଦୂରତା ରକ୍ଷା କରି ଧାଡିରେ ଆଧାରକାର୍ଡ଼ ଓ ମୋବାଇଲ ନମ୍ବର ଧରି ଆସନ୍ତୁ l ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ସହଯୋଗ କରନ୍ତୁ l ସୌଜନ୍ୟ- ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାନପୁର | ଯୋଗାଯୋଗ - 9439995300 , 9439995292 , 9439995241 #COVID19 #kanpurkhabar #chckanpur (at Narasinghapur, Orissa, India) https://www.instagram.com/p/CTkYZf3BxAy/?utm_medium=tumblr











