କୁନ୍ଦୁରୀ ଆମ ଶରୀର ପାଇଁ ଲାଭଦାୟୀ ନା କ୍ଷତିକାରକ ?
କୁନ୍ଦୁରୀ ଆମ ଶରୀର ପାଇଁ ଲାଭଦାୟୀ ନା କ୍ଷତିକାରକ ?
କୁନ୍ଦୁରୀର ସଂକ୍ଷିପ୍ତ ପରିଚୟ ଏହା ଆମ ଗାଁ ଗହଳିରେ ଅତି ପରିଚିତ ଅଟେ । ପ୍ରାୟ ସମସ୍ତଙ୍କ ବାଡିରେ କୁନ୍ଦୁରୀ ଲତା ଦେଖିବାକୁ ମିଳେ । କିନ୍ତୁ ଏହା ବଜାର ରେ ବେଶୀ ବିକ୍ରି ହେବାର ଦେଖା ଯାଏ ନାହିଁ । ଏହାକୁ ଲୋକ ନିର୍ବୁଦ୍ଧିଆ ଫଳ ମଧ୍ୟ କହୁଥିଲେ । କିନ୍ତୁ ସମୟ କ୍ରମେ ସମସ୍ତଙ୍କର ଚିନ୍ତାଧାରା ବଦଳି ଯାଉଛି । ବାସ୍ତବରେ କୁନ୍ଦୁରୀରେ ମଧ୍ୟ ବହୁତ ଭିଟାମିନ୍ ରହିଛି । ଏହା ଖାଇବା ଦ୍ୱାରା କଣ କଣ ଲାଭ ମିଳେ ଆସନ୍ତୁ ଜାଣିବା । ସବୁଜ ପନିପରିବା ଏବଂ ଫଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ…
View On WordPress














