ଓଡ଼ିଆ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୁଷ ହକି ଖେଳାଳୀଙ୍କୁ ଅଢେଇ କୋଟି ଓ ମହିଳା ହକି ଖେଳାଳୀଙ୍କୁ ୫୦ ଲକ୍ଷ ଟଙ୍କା ପୋତ୍ସାହନ ରାଶି ଦେଲେ ନବୀନ । #MaskUpOdisha #Odisha CMO Odisha https://www.instagram.com/p/CSbtNFZh8Kt/?utm_medium=tumblr












