ବନ୍ଦର ସାଂସ୍କୃତିକ ମହୋତ୍ସବ ୨୦୨୫
ପାରାଦୀପ ବନ୍ଦର ପ୍ରାଧିକରଣ, ଜଗନ୍ନାଥ ଲଳିତ କଳା ସଂସଦ ଏବଂ ବନ୍ଦର ଅର୍ଥ ବିଭାଗର ପରିବେଷିତ ସାମାଜିକ ନାଟକ ‘ଭୟ’ ।
ଆଶା କରୁଛୁ ଗୁରୁ ଶ୍ରୀ ନିରଞ୍ଜନ ଗାନଙ୍କ ନିର୍ଦ୍ଦେଶିତ ଏହି ସାମାଜିକ ନାଟକଟି ଆପଣମାନଙ୍କ ମନକୁ ଛୁଇଁବ ନିଶ୍ଚୟ ।
୭ ଡିସେମ୍ବର ୨୦୨୫ (ରବିବାର)
ସନ୍ଧ୍ୟା ୭ ଘଣ୍ଟା
ଜୟଦେବ ସଦନ, ପାରାଦୀପ














