ପଦ୍ମ।ବତ୍ ରିଲିଜକୂ ନେଇ ବିକ୍ଷୋଭ ପ୍ରଦର୍ଶନ ଜ।ରି ,ଦର୍ଶକ କହିଲେ ଫିଲ୍ମ ଭଲ ହୋଇଛି ।
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ପଦ୍ମ।ବତ୍ ଫିଲ୍ମ ଆଜି ରିଲିଜ ହୋଇଛି । ଏହାକୁୁ ନେଇ ବିରୋଧଭ।ଷ। ଜ।ରି ରହିଥିବାର ଦେଖିବ।କୁ ମିଳିଛି । ଦେଶର ଚାରିଗୋଟି ରାଜ୍ୟକୁ ବ।ଦ୍ ଦେଇ ସାରା ଦେଶର ସିନେମା ଘରେ ରିଲିଜ୍ ହୋଇଛି ପଦ୍ମାବତ୍ । ଗୁଜୁରାତ, ବିହାର, ରାଜସ୍ଥାନର ଜୟପୁରରେ ଫିଲ୍ମ ରିଲିଜ ନହୋଇଥିବା ପରେ ମଧ୍ୟ କରଣୀ ସେନାଙ୍କ ବିକ୍ଷୋଭ ପ୍ରଦର୍ଶନ ଜ।ରି ରହିଛି ।
ଗୁଜୁରାତ ର।ଜ୍ୟର ଆଣନ୍ଦ ଜିଲ୍ଲାର ରାଜପଥରେ ଟାୟର ଜାଳି ବିରୋଧ ପ୍ରଦର୍ଶନ କରାଯାଇଛି । ଜୟପୁର ଓ ଉଦୟପୁରରେ ସୁରକ୍ଷା…
View On WordPress
















