୪ର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ । https://www.instagram.com/p/CoLqNCNIas7/?igshid=NGJjMDIxMWI=

Game Changer & Make Some Noise
KIROKAZE
untitled

Product Placement
★
todays bird

Kiana Khansmith
PUT YOUR BEARD IN MY MOUTH
No title available
Show & Tell
hello vonnie

Love Begins
No title available
Xuebing Du
art blog(derogatory)
Aqua Utopia|海の底で記憶を紡ぐ
taylor price
Jules of Nature
Claire Keane
EXPECTATIONS
seen from Malaysia
seen from United States

seen from United States
seen from Russia
seen from Israel

seen from Israel
seen from Israel
seen from Vietnam

seen from France

seen from Belgium

seen from Russia
seen from United States

seen from United States

seen from United States
seen from Chile
seen from United States
seen from Mexico
seen from United States
seen from Puerto Rico

seen from Sweden
@81raghunandan
୪ର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ । https://www.instagram.com/p/CoLqNCNIas7/?igshid=NGJjMDIxMWI=
୬୪ ତମ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବାଲିକୁଦା -ଏରସମା ର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଙ୍କ ଚଲା ପଥ କୁସୁମିତ କରିବା ସହ ଆରୋଗ୍ୟ ରଖନ୍ତୁ । https://www.instagram.com/p/Cmxhf8Oo9Pd/?igshid=NGJjMDIxMWI=
ଦୀପର ଆଲୋକରେ ଆଲୋକିତ ହେଉ ଆପଣଙ୍କ ଜୀବନ । ଆଲୋକର ଏ ପର୍ବ ଆପଣଙ୍କ ପାଇଁ ଆଶା ଓ ଉତ୍ସାହର ପର୍ବ ହେଉ... ଦୀପାବଳିର ଶୁଭେଚ୍ଛା ଓ ଶୁଭକାମନା। https://www.instagram.com/p/CkFDBB0JJuq/?igshid=NGJjMDIxMWI=
ମହାନ ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । https://www.instagram.com/p/CfYUdnuJ2iP/?igshid=NGJjMDIxMWI=
#5tmosarkar https://www.instagram.com/p/CfLhTpvJBjN/?igshid=NGJjMDIxMWI=
ଜଗତସିଂହପୁର ଜିଲ୍ଲା, ବାଲିକୁଦା ମାଟିର ସୁଯୋଗ୍ୟ ସନ୍ତାନ, ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ବ୍ୟକ୍ତି ଭାବେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ, ପଦ୍ମଭୂଷଣ ପୁରସ୍କାର ବିଜେତା, ଭାରତୀୟ ବିଜ୍ଞାନ କଂଗ୍ରେସ ସଂଘର ସଭାପତି, ଉତ୍କଳ ବିଶ୍ୱ ବିଦ୍ୟାଳୟର ଭାଇସ୍ ଚାନ୍ସେଲର, ଶିଶୁ ସାହିତ୍ୟ ପାଇଁ ଉତ୍ସର୍ଗୀକୃତ, ବିଶିଷ୍ଟ ଶିକ୍ଷାବିତ, ବୈଜ୍ଞାନିକ ଡ. ପ୍ରାଣକୃଷ୍ଣ ପରିଜା ଙ୍କ ତିରୋଧାନ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଂଜଳି । https://www.instagram.com/p/CeST9NhJA2M/?igshid=NGJjMDIxMWI=
ପବିତ୍ର ସାବିତ୍ରୀ ବ୍ରତ ପାଳନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । https://www.instagram.com/p/CeK8Uxip-f3/?igshid=NGJjMDIxMWI=
ବିଜୁ ଜନତା ଦଳର ୫ମ ପାଳିର ୩ୟ ବର୍ଷ ପୂର୍ତ୍ତି ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । https://www.instagram.com/p/CeIBxQKpZlM/?igshid=NGJjMDIxMWI=
ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା । ଚାପମୁକ୍ତ ହୋଇ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ଦିଗରେ ଯତ୍ନବାନ ହେବା ସହ ସମସ୍ତଙ୍କର ସଫଳତା ଓ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ । https://www.instagram.com/p/Cc6tTlFp_A9/?igshid=NGJjMDIxMWI=
ବିଶ୍ୱ ସ୍ବାସ୍ଥ୍ୟ ଦିବସ ପାଳନ ଅବସରରେ ନିଜେ ସୁସ୍ଥ ରହିବା ସହ ଆମ ପରିବେଶକୁ ସ୍ଵଚ୍ଛ ଓ ସୁନ୍ଦର କରିବା ନିମନ୍ତେ ସଙ୍କଳ୍ପବଦ୍ଧ ହେବା । #healthiswealth https://www.instagram.com/p/CcCy2aSpzRz/?utm_medium=tumblr
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ । https://www.instagram.com/p/CbwQ02WJ3e2/?utm_medium=tumblr