SUCHISMITA BADAJENA SUB-EDITOR
Suchismita-Aadhaar-ODDownload
View On WordPress
PUT YOUR BEARD IN MY MOUTH

Love Begins
Keni

❣ Chile in a Photography ❣
NASA

No title available
Claire Keane

izzy's playlists!

Jar Jar Binks Fan Club
No title available
🪼
No title available
RMH
Misplaced Lens Cap
Aqua Utopia|海の底で記憶を紡ぐ
tumblr dot com
Not today Justin
let's talk about Bridgerton tea, my ask is open

gracie abrams
Noah Kahan
seen from Indonesia
seen from Türkiye

seen from United States
seen from Brazil
seen from United States

seen from United States
seen from United States
seen from Argentina
seen from Indonesia

seen from Israel
seen from United States
seen from United States
seen from United States

seen from Türkiye

seen from Venezuela

seen from Venezuela
seen from Bolivia
seen from United States
seen from Argentina

seen from United States
@kalingajyoti
SUCHISMITA BADAJENA SUB-EDITOR
Suchismita-Aadhaar-ODDownload
View On WordPress
ଜୁଲାଇ ୩୧ ଯାଏ ବସ୍ ଧର୍ମଘଟ ସ୍ଥଗିତ
ଜୁଲାଇ ୩୧ ଯାଏ ବସ୍ ଧର୍ମଘଟ ସ୍ଥଗିତ
ଭୁବନେଶ୍ୱର ୨୮/୦୬/୨୦୨୨ କଳିଙ୍ଗ ଜ୍ୟୋତି : ବିଭିନ୍ନ ଦାବି ନେଇ ରାଜ୍ୟ ବସ ମାଲିକ ସଂଘ ଆସନ୍ତା ଜୁଲାଇ ପହିଲାରୁ ବସ ଚଳାଚଳ ବନ୍ଦ କରିବାକୁ ଘୋଷଣା କରିଥିଲା। ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସହ ଆେଲାଚନା ପରେ ସଂଘ ଏବେ ଧର୍ମଘଟକୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ସମସ୍ୟାର ସମାଧାନ ଲାଗି ଆସନ୍ତା ଜୁଲାଇ ୨୦ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯିବ ବୋଲି ପରିବହନ ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୋମବାର ସଂଘର ସଭାପତି ଲୋକନାଥ…
View On WordPress
ସୁସ୍ଥ ହେଲେ ମହାପ୍ରଭୁ : ରାଜପ୍ରସାଦ ବିଜେ ନୀତି
ସୁସ୍ଥ ହେଲେ ମହାପ୍ରଭୁ : ରାଜପ୍ରସାଦ ବିଜେ ନୀତି
ପୁରୀ ୨୫/୦୬/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ : ଶ୍ରୀମନ୍ଦିରରେ ଶନିବାର ପାରମ୍ପରିକ ରୀତିମତେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଅଣସରଘରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସୁସ୍ଥ ହୋଇଛନ୍ତି ବୋଲି ମହାପ୍ରଭୁଙ୍କ ସେବାରେ ବ୍ରତୀଥିବା ଦଇତାପତି ସେବକମାନେ ଗଜପତି ମହାରାଜାଙ୍କୁ ଜଣାଇଛନ୍ତି । ଚାରିବାଡର ବାଡଗ୍ରାହୀ ଦଇତାପତିମାନଙ୍କ ସହିତ ସମସ୍ତ ଦଇତାପତି ସେବକମାନେ ଶ୍ରୀଅଙ୍ଗରୁ ବାହାରିଥିବା ବିଭିନ୍ନ ପ୍ରସାଦ ସବୁକୁ ସାଙ୍ଗରେ ନେଇ ଘଣ୍ଟଛତ୍ର ଓ କାହାଳି ସହ ଅପରାହ୍ନରେ ଶ୍ରୀନଅର…
View On WordPress
ମହାରାଷ୍ଟ୍ରରେ ପଲିଟିକାଲ୍ ଡ୍ରାମା ଜୋରଦାର: ବିଜେପି ନେତା ଦେବେନ୍ଦ୍ର ଫଡନବୀସଙ୍କୁ ଭେଟିଲେ ଏକନାଥ ସିନ୍ଦେ, ବିପଦରେ ଉଦ୍ଧବ ସରକାର
ମହାରାଷ୍ଟ୍ରରେ ପଲିଟିକାଲ୍ ଡ୍ରାମା ଜୋରଦାର: ବିଜେପି ନେତା ଦେବେନ୍ଦ୍ର ଫଡନବୀସଙ୍କୁ ଭେଟିଲେ ଏକନାଥ ସିନ୍ଦେ, ବିପଦରେ ଉଦ୍ଧବ ସରକାର
ମୁମ୍ବାଇ ୨୫/୦୬/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ : ମହାରାଷ୍ଟ୍ରରେ ଗତ ୫ ଦିନ ହେଲା ଲାଗିରହିଥିବା ପଲିଟିକାଲ୍ ଡ୍ରାମା ନୂଆ ମୋଡ ନେବା ଆରମ୍ଭ କରିଛି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଦଳର ଅଧିକାଂଶ ବିଧାୟକଙ୍କୁ ନେଇ ଗୌହାଟୀରେ ରହିଥିବା ବେଳେ ଏବେ ଆଉ ଏକ ବଡ ଖବର ଶୁଣିବାକୁ ମିଳୁଛି । ଏକନାଥ ସିନ୍ଦେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଫାୟାରବ୍ରାଣ୍ଡ ନେତା ଦେବେନ୍ଦ୍ର ପଡନବୀସଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି । ଗତ ଶୁକ୍ରବାର ରାତିରେ ବଦୋଦ୍ରାରେ ଉଭୟ ନେତାଙ୍କ…
View On WordPress
ରାଷ୍ଟ୍ରପତି ପଦ ପାଇଁ ଆଜି ଦ୍ରୌପଦୀଙ୍କ ପ୍ରାର୍ଥିପତ୍ର ଦାଖଲ
ରାଷ୍ଟ୍ରପତି ପଦ ପାଇଁ ଆଜି ଦ୍ରୌପଦୀଙ୍କ ପ୍ରାର୍ଥିପତ୍ର ଦାଖଲ
ଓଡ଼ିଶାରୁ ରହିବେ ମନ୍ତ୍ରୀ ଟୁକୁନି, ସାରକା, କଂଗ୍ରେସ ସମର୍ଥନ କରିବନି ଭୁବନେଶ୍ବର ୨୪/୦୬/୨୦୨୨ କଳିଙ୍ଗ ଜ୍ୟୋତି : ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ବିଜେଡି ପକ୍ଷରୁ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ। ତେବେ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ଓଡ଼ିଶା ପ୍ରଦେଶ କଂଗ୍ରେସ ମନା କରିଦେଇଛି। ସୂଚନାଯୋଗ୍ୟ ଯେ ମୁର୍ମୁଙ୍କୁ ଗତକାଲି ବିଜେଡି ସମର୍ଥନ ଘୋଷଣା କରିଥିଲା। ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା…
View On WordPress
ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ସାମିଲ ହେବ ବିଜେଡି – ମୁଖ୍ୟମନ୍ତ୍ରୀ
ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ସାମିଲ ହେବ ବିଜେଡି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୩/୦୬/୨୦୨୨ କଳିଙ୍ଗ ଜ୍ୟୋତି : ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ସାମିଲ ହେବ ବିଜେଡି। ଏନେଇ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ମନ୍ତ୍ରୀ ଜଗନ୍ନାଥ ସାରକା ଓ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ରହିବେ। ନାମାଙ୍କନ ପତ୍ରରେ ସ୍ୱାକ୍ଷର କରିବା ସହ କାଲି ଉପସ୍ଥିତ ରହିବେ। ଏନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମୋ ସହ କଥା ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି ପଦ ପାଇଁ…
View On WordPress
ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଶାର ଝିଅଙ୍କୁ ସମର୍ଥନ କରନ୍ତୁ : ନବୀନ ପଟ୍ଟନାୟକ
ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଶାର ଝିଅଙ୍କୁ ସମର୍ଥନ କରନ୍ତୁ : ନବୀନ ପଟ୍ଟନାୟକ
ଭୁବନେଶ୍ବର ୨୨/୦୬/୨୦୨୨ କଳିଙ୍ଗ ଜ୍ୟୋତି : ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଟ୍ବିଟ୍ ଜରିଆରେ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସମର୍ଥନ କରିବାକୁ ନବୀନ ନିବେଦନ କରିଛନ୍ତି। ଦଳମତ ନିର୍ବିଶେଷରେ ଓଡ଼ିଶାର ଝିଅଙ୍କୁ ସମର୍ଥନ କରିବାକୁ ସେ ଅନୁରୋଧ କରିଛନ୍ତି। https://twitter.com/Naveen_Odisha/status/1539575137187827718 ଓଡ଼ିଶା ପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ ଯେ ଆମ ମାଟିର ଝିଅ…
View On WordPress
ଗୋପ ଓ ନିମାପଡ଼ାରେ କଂଗ୍ରେସର ପ୍ରତିବାଦ ସଭା ।
ଗୋପ ଓ ନିମାପଡ଼ାରେ କଂଗ୍ରେସର ପ୍ରତିବାଦ ସଭା ।
ନିମାପଡ଼ା, (ବସନ୍ତ ଦାସ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ନୂଆଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟଳୟ ଭିତରେ ପଶି ପୋଲିସ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ସହିତ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ପ୍ରତିବାଦରେ ଆଜି ଗୋପ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଗୋପ ଉପ-ଡାକଘର ସମ୍ମୁଖରେ ପ୍ରତିବାଦ ସଭା ହୋଇଥିଲା । ପ୍ରାୟ ଏକ ଘଣ୍ଟା ଧରି କଂଗ୍ରେସ କର୍ମୀ ମାନେ ପ୍ରତିବାଦ ସଭା କରି ଫେରିଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶରେ ହୋଇଥିବା ଏହି ପ୍ରତିବାଦ ସଭାରେ ବ୍ଲକ ସଭାପତି…
View On WordPress
ନେହେରୁ ଯୁବ କେନ୍ଦ୍ର ଏବଂ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ତରଫରୁ "ମାନବତା ପାଇଁ ଯୋଗ" କାର୍ଯ୍ୟକ୍ରମ ଆୟୋଜିତ
ନେହେରୁ ଯୁବ କେନ୍ଦ୍ର ଏବଂ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ତରଫରୁ “ମାନବତା ପାଇଁ ଯୋଗ” କାର୍ଯ୍ୟକ୍ରମ ଆୟୋଜିତ
ରାୟଗଡା, (ଧନେଶ୍ଵର ରାଉତ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ରାୟଗଡାର ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ପରସରରେ ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ ଜିଲ୍ଲା ଶାଖା ଏବଂ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମ କ୍ରମେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଅଧ୍ୟାପିକା ସୁଶ୍ରୀ ରଚିତା ରାଉଳଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ୍ ଆଲେନୁର,…
View On WordPress
"ଶ୍ରୀଜଗନ୍ନାଥ ଉପାସନା : ଅଣସରନୀତି" - ଏକ ତାତ୍ତ୍ଵିକ ଆଲୋଚନା ନେଇ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ
“ଶ୍ରୀଜଗନ୍ନାଥ ଉପାସନା : ଅଣସରନୀତି” – ଏକ ତାତ୍ତ୍ଵିକ ଆଲୋଚନା ନେଇ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ
ମୟୂରଭଞ୍ଜ, (ପ୍ରଶ୍ନ କୁମାର ଶତପଥୀ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ’ଜଗନ୍ନାଥ ସଂସ୍କୃତି ଓ ଗବେଷଣା ପରିଷଦ, ରାଇରଙ୍ଗପୁର’ ଆନୁକୁଲ୍ୟରେ ସ୍ଥାନୀୟ ଉପଖଣ୍ଡ ପଶୁ ଚିକିତ୍ସାଳୟ ପରିସରରେ ଥିବା ଦକ୍ଷତା ବିକାଶ କେନ୍ଦ୍ରରେ ଏକ ଜାତୀୟ ଆଲୋଚନାଚକ୍ର ‘ଶ୍ରୀ ଜଗନ୍ନାଥ ଉପାସନା : ଅଣସର ନୀତି – ଏକ ତାତ୍ତ୍ଵିକ ଆଲୋଚନା’ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ତିମିର ରଂଜନ ପଣ୍ଡା,…
View On WordPress
୪୨ ମୌଜା କର୍ମକାଣ୍ଡ ବ୍ରାହ୍ମଣ ମହାସଭାର ସାଧାରଣ ସଭାରେ ପଣ୍ଡିତ ଭାଗବତ ଆଚାର୍ଯ୍ୟଙ୍କ "ପଞ୍ଚାଶତ୍ ପଞ୍ଚକମ୍"ର ୨ୟ ସଂସ୍କରଣ ଉନ୍ମୋଚିତ ।
୪୨ ମୌଜା କର୍ମକାଣ୍ଡ ବ୍ରାହ୍ମଣ ମହାସଭାର ସାଧାରଣ ସଭାରେ ପଣ୍ଡିତ ଭାଗବତ ଆଚାର୍ଯ୍ୟଙ୍କ “ପଞ୍ଚାଶତ୍ ପଞ୍ଚକମ୍”ର ୨ୟ ସଂସ୍କରଣ ଉନ୍ମୋଚିତ ।
କଟକ ସଦର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧ ଜୁନ ୨୦୨୨ : ୪୨ ମୌଜା କର୍ମକାଣ୍ଡ ବ୍ରାହ୍ମଣ ମହାସଭାର ଏକ ସାଧାରଣ ସଭା ଦହିଗାଁସ୍ଥିତ ମା ବରୁଣେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅସ୍ଥାୟୀ ସଭାପତି ପଣ୍ଡିତ ଶ୍ରୀଯୁକ୍ତ ଭାଗବତ ଆଚାର୍ଯ୍ୟଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ନୂତନ ଭାବେ ସଭାପତି ପଣ୍ଡିତ ଶ୍ରୀଯୁକ୍ତ ଭାଗବତ ଆଚାର୍ଯ୍ୟ, ଉପସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପତି, ସାଧାରଣ ସମ୍ପାଦକ ପଣ୍ଡିତ ଶ୍ରୀଯୁକ୍ତ ରଘୁନାଥ ଦାଶ, ସହ-ସମ୍ପାଦକ ପଣ୍ଡିତ ଶ୍ରୀଯୁକ୍ତ ପ୍ରତାପ…
View On WordPress
ସ୍କୁଲ ଗାଡ଼ି ଓଲଟି ୮ ଛାତ୍ରଛାତ୍ରୀ ଆହତ !
ସ୍କୁଲ ଗାଡ଼ି ଓଲଟି ୮ ଛାତ୍ରଛାତ୍ରୀ ଆହତ !
ନିମାପଡ଼ା, (ବସନ୍ତ ଦାସ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ଖେଲାର ଠାରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ର କୁ ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା କରୁଥିବା ଏକ ଟାଟା ମ୍ୟାଜିକ ଗାଡ଼ି ବଉଳପଦା କେନାଲବନ୍ଧ ଠାରେ ଓଲଟି ପଡ଼ିବାରୁ ଗାଡ଼ିରେ ଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲ ପଠାଯାଇଛି । ନିମାପଡ଼ା ଥାନା ପୋଲିସ ଘଟଣାସ୍ଥଳରେ…
View On WordPress
ନିମାପଡ଼ା : ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ !
ନିମାପଡ଼ା : ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ !
ନିମାପଡ଼ା, (ବସନ୍ତ ଦାସ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭୋଦର ପଞ୍ଚାୟତ ଗୋପାଳପୁର ମଲଉ ସାହିର ପଞ୍ଚୁ କାଣ୍ଡିଙ୍କ ଘରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ବାସଗୃହ ସମେତ ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଖବର ପାଇ ନିମାପଡ଼ା ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବ୍ରହ୍ମକୁଣ୍ଡି ରାଜସ୍ଵ ନୀରିକ୍ଷକ ଘଟଣାର କ୍ଷୟକ୍ଷତି ଆକଳନ କରି ତହସିଲକୁ ରିପୋର୍ଟ ଦେଇଛନ୍ତି । ଚାରିଛକ ଫାଣ୍ଡି ଅଧିକାରୀ ଶିଶିର…
View On WordPress
ନିରୀହ ଲୋକଙ୍କୁ ହଇରାଣ ନକରି ଯଥାଶୀଘ୍ର ପୀଡ଼ିତ ପରିବାରର ସମସ୍ୟାର ସମାଧାନ କରିବା ପାଇଁ ବରଗଡ ଜିଲ୍ଲାପାଳଙ୍କୁ ଅନୁରୋଧ ।
ନିରୀହ ଲୋକଙ୍କୁ ହଇରାଣ ନକରି ଯଥାଶୀଘ୍ର ପୀଡ଼ିତ ପରିବାରର ସମସ୍ୟାର ସମାଧାନ କରିବା ପାଇଁ ବରଗଡ ଜିଲ୍ଲାପାଳଙ୍କୁ ଅନୁରୋଧ ।
କଳିଙ୍ଗଜ୍ୟୋତି, ଭୁବନେଶ୍ଵର / ଅତାବିରା, ବରଗଡ ; ୨୧ ଜୁନ, ୨୦୨୨: ନ୍ୟାୟ ନମିଳିଲେ ଜିଲ୍ଲାପାଳ ଅଫିସ ଆଗରେ ବିଷ ଖାଇ ପୁରା ପରିବାର ଆତ୍ମହତ୍ୟା କରିବୁ ବୋଲି କୋହର ସହିତ କାନ୍ଦି କାନ୍ଦି କହିଛନ୍ତି ଅତାବିରା ଥାନା ଅନ୍ତର୍ଗତ ବଡମାଳ ଗ୍ରାମର ଭାଗୀରଥି ମିର୍ଧା । ଭାଗରଥି ତାଙ୍କ ସ୍ତ୍ରୀ ଓ ଛୁଆପିଲାଙ୍କ ସହିତ ବରଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସି ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କୁ ଅପେକ୍ଷା କରିଛନ୍ତି ଏବଂ ନ୍ୟାୟ ନମିଳିଲେ ପୁରା ପରିବାର ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି…
View On WordPress
ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟ ଠାରେ ‘ଆନ୍ତର୍ଜାତିକ ଯୋଗ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟ ଠାରେ ‘ଆନ୍ତର୍ଜାତିକ ଯୋଗ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶାରିରୀକ ଓ ମାନସିକ ଶାନ୍ତି ପାଇଁ ଯୋଗ ଏକ ବୈଜ୍ଞାନିକ ପ୍ରୟୋଗ- ଧର୍ମେନ୍ଦ୍ର ପ୍ରଧାନ • ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ତ୍ୱ ବେଶ୍ ପ୍ରାସଙ୍ଗିକତା ହୋଇଛି• ଯୋଗ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଜୀବନ ପଦ୍ଧତି• ଛାତ୍ରଛାତ୍ରୀମାନେ ପିଲା ବେଳୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଯୋଗ ବିଷୟରେ ଅଧ୍ୟୟନ ଓ ଗବେଷଣା କରିବା ଜରୁରୀ• ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିବ • ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀଙ୍କ ଯୋଗ ଦିବସର ସିଧାପ୍ରସାରଣ ଦେଖିଲେ…
View On WordPress
୧୭ ଫସଲ ହେବ ବୀମା ଭୁକ୍ତ - ଓଡିଶା ସରକାର
୧୭ ଫସଲ ହେବ ବୀମା ଭୁକ୍ତ – ଓଡିଶା ସରକାର
ଭୁବନେଶ୍ବର ୨୧/୦୬/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ : ଚଳିତ ବର୍ଷ ୧୭ ଫସଲ ବୀମାଭୁକ୍ତ କରାଯିବ। ଖରିଫ ଋତୁରେ ୮ଟି ଏବଂ ରବି ଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବାକୁ ସୋମବାର ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ କମିଟି ବୈଠକରେ ସ୍ଥିର ହୋଇଛି। ଖରିଫ ଋତୁରେ ଧାନ, ଚିନା ବାଦାମ, ମକା, ହରଡ଼, ମାଣ୍ଡିଆ, ତୁଳା, ଅଦା ଓ ହଳଦୀ ଆଦି ୮ଟି ଫସଲକୁ ବୀମାଭୁକ୍ତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ସେହିପରି ରବି ଋତୁରେ ଧାନ,…
View On WordPress
ଯୋଗ ଜୀବନରେ ଶାନ୍ତି ଆଣିଦିଏ: ପ୍ରଧାନମନ୍ତ୍ରୀ
ଯୋଗ ଜୀବନରେ ଶାନ୍ତି ଆଣିଦିଏ: ପ୍ରଧାନମନ୍ତ୍ରୀ
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ନୂଆଦିଲ୍ଲୀ ୨୧/୦୬/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ଭର୍ଚୁଆଲ ଭାବେ ଯୋଗ ଦିବସ ପାଳିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଭର୍ଚୁଆଲ ନୁହେଁ। ସିଧାସଳଖ ଲୋକମାନେ ଯୋଗ ଦିବସ ଅଭିମୁଖେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ବିଶ୍ବ ଯୋଗ ଦିବସ ପାଇଁ କର୍ଣ୍ଣାଟକର ଐତିହ୍ୟ ସହର ମହୀଶୂରରେ ଜାତୀୟସ୍ତରୀୟ ସମାବେଶର ଆୟୋଜନ କରାଯାଇଛି । ସକାଳ ପ୍ରାୟ ସାଢ଼େ ୫ଟାରୁ ପ୍ରଧାନମନ୍ତ୍ରୀ…
View On WordPress