Aradia AHHHHh art by me
seen from Ireland
seen from United States
seen from United States
seen from United States

seen from Canada
seen from Canada
seen from China
seen from United States
seen from Russia

seen from Malaysia

seen from United States
seen from India
seen from United States
seen from United States

seen from United States
seen from United States
seen from Yemen
seen from United States
seen from United States

seen from India
Aradia AHHHHh art by me
MÜŞTERİMİZ BİZİ DE ZİYARET ETTİ, ARADI, TEŞEKKÜR EDERİM.
MÜŞTERİMİZ BİZİ DE ZİYARET ETTİ, ARADI, TEŞEKKÜR EDERİM.
ବାବା ଆଖଣ୍ଡଳମଣି🙏 #ommnamahshivaya🌿🌿🌸🙏 #sibaratri #Aradi (at Aradi) https://www.instagram.com/p/CMRAju0l0wT/?igshid=12zx9cotg6mdd
she
ଦୀପାବଳୀରେ ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଲା ମହାଦୀପ ଆରଡି: ପବିତ୍ର ଦୀପାବଳୀ ଉତ୍ସବ ପାଇଁ ଗତ ରବିବାର ରାଜ୍ୟର ପ୍ରସିଦ୍ଧ ଶୈବପୀଠର ଅଧିଷ୍ଠିତ ଆଖଣ୍ଡଳମଣିଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଥିଲା। ଏପରିକି ଶହଶହ ବର୍ଷର ପରମ୍ପରା ଅନୁଯାୟୀ ରାତ୍ର ସାଢେ ୯ଟାରେ ମନ୍ଦିର ମହାଦୀପ ଚୂଡାକୁ ଉଠିଥିଲା। ଏଥିପାଇଁ ମନ୍ଦିରରେ ଦୈନଦିନ ନୀତିନୀର୍ଘଣ୍ଟର ସାମନ୍ୟ ପରିବର୍ତ୍ତନ କରାଯିବା ସହିତ ଦିନତମାମ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଥିଲା। ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ଯିବା ପରେ ମନ୍ଦିର ମାର୍ଜନା, ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣ ଲାଗି ଆଦି ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ଓ ଦୀପଦାନ ନିମନ୍ତେ ସକାଳ ୫ଟା ଠାରୁ ଅପରାହ୍ନ ପର୍ଯ୍ୟନ୍ତ ସାହଣମେଲା କରାଯାଇଥିଲା। ମଧ୍ୟାହ୍ନରେ ମଣିବାବାଙ୍କୁ ଯୋଗୀବେଶରେ ସଜ୍ଜିତ କରାଯାଇଥିବା ବେଳେ ଅପରାହ୍ଣ ୪ଟାରେ ଫୁଲ, ଚନ୍ଦନ ଓ ବିଭିନ୍ନ ଅଳଙ୍କାରରେ ଆଭୁଷଣ କରାଯାଇ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ସଂଧ୍ୟାରେ ମୁଖ୍ୟମନ୍ଦିର ସହ ପାର୍ଶ୍ବ ମନ୍ଦିର ଗୁଡିକୁ ଦୀପ ଆଲୋକରେ ସଜ୍ଜିତ କରାଯାଇଥିବା ବେଳେ ମାନସିକଧାରୀ ଭକ୍ତମାନେ ମନ୍ଦିର ବେଢାରେ ଶହଶହ ଦୀପ ଜାଳିଥିଲେ। ଏପରିକି ଦୀପାବଳୀ ନୀତି ନିମନ୍ତେ ରାତ୍ର ୮ଟାରେ ମହାଦୀପ ପ୍ରସ୍ତୁତି କରାଯାଇ ମଣିବାବାଙ୍କ ନିକଟରେ ଗୁପ୍ତ ଷୋଡଶରେ ଅଗ୍ନି ସଂଯୋଗ କରାଯିବା ପରେ ଜଗତ କଲ୍ୟାଣ ଉଦ୍ୟେଶରେ ସେବାୟତମାନେ ଘଣ୍ଟା, କିର୍ତ୍ତନ ଛତ୍ର ଆଲଟ ଦ୍ୱାରା ମହାଦୀପକୁ ମନ୍ଦିର ବେଢା ପ୍ରଦକ୍ଷଣ କରାଇବା ସହ ରାତ୍ର ସାଢେ ୯ଟାରେ ମନ୍ଦିର ଚୂଡାରେ ସ୍ଥାପନ କରିଥିଲେ। ଏହି ମହାନ ପରମ୍ପରା ଦୀପାବଳୀ ନୀତର ମହାଦୀପ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ। ଏହାକୁ ଦୃଷ୍ଟିରେ ରଖି ଆରଡି ପୁଲିସ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।