ଚିନ୍ତାରେ ଡ୍ରାଗନ୍, ୬୦୦ଟି ଚୀନ ବ୍ରାଣ୍ଡକୁ ବ୍ୟାନ୍ କଲା ଆମାଜନ୍
ଚିନ୍ତାରେ ଡ୍ରାଗନ୍, ୬୦୦ଟି ଚୀନ ବ୍ରାଣ୍ଡକୁ ବ୍ୟାନ୍ କଲା ଆମାଜନ୍
ଚୀନକୁ ଆମାଜନର ଝଟକା । ମାତ୍ର ଗୋଟିଏ ଭୁଲ୍ ପାଇଁ ଏକା ସାଙ୍ଗରେ ଅନେକ ବ୍ରାଣ୍ଡକୁ ବନ୍ଦ କଲା କଂପାନୀ । ଏନେଇ ଚିନ୍ତାରେ ପଡିଯାଇଛି ଡ୍ରାଗନ୍ । ମିଛ ଅଭିଯୋଗ ଆଣି ଆମାଜନକୁ ବଦନାମ୍ କରିବାକୁ ଚେଷ୍ଟା କରିଥିବା ବେଳେ ଆମାଜନ୍ କଂପାନୀ ପକ୍ଷରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି । ବ୍ୟାନ୍ ହୋଇଥିବା ବ୍ରାଣ୍ଡ୍ ଗୁଡିକ କଂପାନୀର ରିଭ୍ୟୁ ପଲିସିରେ ହେରଫେର୍ କରିଥିବା ନଜରକୁ ଆସିଥିଲା । ଯାହା କି ଆମାଜନ୍ର ନିୟମକୁ ଉଲ୍ଲଘଂନ କରିଥିଲା । ତେଣୁ ଆମାଜନ୍ ଏଭଳି ପଦକ୍ଷେପ ନେବା ପାଇଁ ବାଧ୍ୟ…
View On WordPress












