Wishing a cute and lovely teddy bear day to my lovely and adorable best friend who is always there for me whenever I need him. Happy teddy bear day! 'ସପୋଜ୍' କହି ସେ ପ୍ରପୋଜ୍ କରିନି ଆଜି ବି ବସିଛି ଚାହିଁ କେତେ ‘ରୋଜ୍-ଡେ ଆସି ଯେ ଗଲାଣି ହିସାବ ତାହାର ନାହିଁ, ନିତି ମୁଁ ବୁଲୁଛି ରାତି ସପନରେ ଲାଲ୍ ଗୋଲାପର ହାତେ ପ୍ରମିଜ୍ -ଡେ ତା ଆଉ କାହା ସାଥେ ଖେଳୁଛି ମୁଁ ଟେଡି ସାଥେ।। ତପନ ଦୀକ୍ଷିତ (ବେଳାଭୂମି) ନାସିକେଶ୍ୱର, କାକଟପୁର, ପୁରୀ #yqbhainan #belabhumi Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/CofMkDftcFf/?igshid=NGJjMDIxMWI=














