ମନ୍ତ୍ରିପଦେ ଲୋକନାଥ ଦେବ ସଦାନନ୍ଦ । କରନ୍ତି ସକଳ ନିର୍ଭା ସେ ସଭା ସମ୍ପଦ । #manibimaneGobinda http://bit.ly/chandanjatra ।୩। #ChandanJatra
seen from Germany
seen from United States

seen from United States
seen from United States
seen from United States

seen from United States
seen from China
seen from Brazil

seen from Malaysia
seen from United States

seen from United States

seen from United States
seen from United States

seen from Malaysia
seen from China
seen from Jordan
seen from China
seen from United States
seen from United States

seen from Germany
ମନ୍ତ୍ରିପଦେ ଲୋକନାଥ ଦେବ ସଦାନନ୍ଦ । କରନ୍ତି ସକଳ ନିର୍ଭା ସେ ସଭା ସମ୍ପଦ । #manibimaneGobinda http://bit.ly/chandanjatra ।୩। #ChandanJatra
ବଡଦାଣ୍ଡ ଉଛୁଳେ ଗହ ଗହ ନାଦ । ଶଙ୍ଖ ଭେରୀ ତୂରି ଘଣ୍ଟା କାହାଳି ଶବଦ । #manibimaneGobinda http://bit.ly/chandanjatra ।୪। #ChandanJatra
ହେନକାଳେ ରାମକୃଷ୍ଣ ଶ୍ରୀଯାତ୍ରା ଗୋବିନ୍ଦ ଜଳକେଳି କରିବାରେ ଅଇଲା ନରେନ୍ଦ୍ର । ହରିଧ୍ୱନି ନୃତ୍ୟଗିତ ମୃଦଙ୍ଗ କାହାଳି ଶଙ୍ଖଭେରି ଜୟନ୍ତୀ ଡାକରା ବାଜୟେ ବିଶାଳ । #chaitanyabhagabata #ChandanJatra http://bit.ly/chandanjatra
#ChandanJatra ନିର୍ମଳ ଚନ୍ଦ୍ରବଦନ ଆହା କି ପସନ୍ଦ । ତେରଛା ଚାହାଣି ତୁଲେ ହାସ ମନ୍ଦ ମନ୍ଦ । #manibimaneGobinda http://bit.ly/chandanjatra ।1।
ବୋଲେ ବନମାଳି ଧ୍ୟାୟି ଚରଣାରବି୍ନ୍ଦ । ଚାପକୁ ବିଜୟେ ଆହା ଗୋପି ହୃଦ-ଚାନ୍ଦ #manibimaneGobinda http://bit.ly/chandanjatra ।୫। #ChandanJatra
ଛେନାପୁର ଦିଆ ମାଣ୍ଡୁଅ ପିଠା ପାରମ୍ପରିକ ମହାପ୍ରସାଦ ଯାହା ଚନ୍ଦନଯାତ୍ରା ସମୟରେ ମହାପ୍ରଭୁ ମାନଙ୍କୁ ଅର୍ପଣ କରାଯାଇଥାଏ । ମାଣ୍ଡୁଅ ପିଠା କାଳକ୍ରମେ ଅପଭ୍ରଂଶ ହୋଇ ମଣ୍ଡା ପିଠା ନାମରେ ଆମ ଓଡିଆ ରୋଷେଇ ଘରକୁ ଆସିଛି । ମାଣ୍ଡୁଅ ପିଠାର ପ୍ରସ୍ତୁତି ବିଧି ସାମନ୍ୟ ଭାବରେ ଅଲଗା .. #jayjayshrijagannath #chandanjatra #vaisakhamasa
ମହାପ୍ରଭୁଙ୍କର ଚାପକୁ ଗମନ...
Some glimpses from the fifth day of the Chandan Jatra. ଚନ୍ଦନ ଯାତ୍ରାର ପଞ୍ଚମ ଦିନର କିଛି ମନୋହର ଦୃଶ୍ୟ । Please Fellow - @shastradarshan #JaiJagannatha #ChandanJatra #purijagannath #jagannathtemple #odishatourism #fastival #odishatourism #odishagram #incredibleindia #harekrishna #odishaclicks https://www.instagram.com/p/CdTRLS2v7rq/?igshid=NGJjMDIxMWI=