ରହସ୍ୟ ଘେରରେ ଦମ୍ପତିଙ୍କ ମୃତ୍ୟୁ: ମିଳିଲା ପରିଚୟ, ବେଳାଭୂମିରୁ ଉଦ୍ଧାର ହୋଇଥିଲା ମୃତଦେହ
ରହସ୍ୟ ଘେରରେ ଦମ୍ପତିଙ୍କ ମୃତ୍ୟୁ: ମିଳିଲା ପରିଚୟ, ବେଳାଭୂମିରୁ ଉଦ୍ଧାର ହୋଇଥିଲା ମୃତଦେହ
ଗୋପାଳପୁର ଓ ଉପୁଳାପୁଟି ବେଳାଭୂମିରୁ ଉଦ୍ଧାର ହୋଇଥିବା ୨ଟି ମୃତଦେହର ପରିଚୟ ମିଳିଛି। ମୃତକଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କ ପୁଅ ପରିଚୟ ଜାଣି ପୋଲିସ୍ ସହ ଯୋଗାଯୋଗ କରିଥିଲେ। ବ୍ରହ୍ମପୁର: ଗୋପାଳପୁର ଓ ଉପୁଳାପୁଟି ବେଳାଭୂମିରୁ ଉଦ୍ଧାର ହୋଇଥିବା ୨ଟି ମୃତଦେହର ପରିଚୟ ମିଳିଛି। ମୃତକ ଦ୍ୱୟ ହେଲେ ବ୍ରହ୍ମପୁର ଗୋଇଲୁଣ୍ଡି ବଡ଼ ସାହି ଅଞ୍ଚଳର ଦମୟନ୍ତୀ ଆଚାରି ଓ ତାଙ୍କ ସ୍ୱାମୀ ଚିରଞ୍ଜୀବ। ଗତ ୧୨ ତାରିଖରେ ଉଭୟେ କୌଣସି କାମରେ ବଡ଼ବଜାର ଅଞ୍ଚଳରେ ଥିବା ଭାଇ…
View On WordPress









