A fire broke out late Monday night in a residential building of the Delhi Metro Rail Corporation (DMRC) quarters in Adarsh Nagar, North-We
seen from United States

seen from United States
seen from United States

seen from Australia
seen from Russia

seen from United Kingdom

seen from United States
seen from United States
seen from China
seen from China
seen from France

seen from France
seen from United States
seen from United States
seen from Spain

seen from South Africa
seen from Russia
seen from China

seen from Russia
seen from China
A fire broke out late Monday night in a residential building of the Delhi Metro Rail Corporation (DMRC) quarters in Adarsh Nagar, North-We
କୋଭିଡ ହସ୍ପିଟାଲ ରେ ଅଗ୍ନିକାଣ୍ଡ; ୧୦ ମୃତ
ନଭେମ୍ବର ୬ ମହାରାଷ୍ଟ୍ର ଅହମ୍ମଦନଗରର ସିଭିଲ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡରେ ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଅହମ୍ମଦନଗର କଲେକ୍ଟର ରାଜେନ୍ଦ୍ର ଭୋସଲେ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲ ର ଆଇ ସି ୟୁ ୱାର୍ଡ ରେ ଏହି ଅଗ୍ନିକାଣ୍ଡ ଘଟିଛି I ଏହି ୱାର୍ଡ ରେ ୧୭ ଜଣ କୋଭିଡ ରୋଗୀ ଚିକିତ୍ସିତ ହେଉଥିଲେ I ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ଲୋକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନେଇ ଘୋଷଣା କରିଛନ୍ତି। କିନ୍ତୁ ଅଗ୍ନିଶମ ବିଭାଗର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଇଲେକ୍ଟ୍ରିକାଲ ସର୍ଟ ସର୍କିଟ ଯୋଗୁଁ ହେଇଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି I Read the full article