ଗତ କାଲି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଆମ ଅନୁଷ୍ଠାନ ଜୀବନ ସେବା ଫାଉଣ୍ଡେସନ ତରଫରୁ ସ୍ଵଚ୍ଛତା କାର୍ଯ୍ୟକ୍ରମ ଓ ଜନ ସଚେତନତା ରଖା ଯାଇଥିଲା, କ୍ୟାପିଟାଲ ହସ୍ପିଟାଲ ଏବଂ ଆଚାର୍ଯ୍ଯ ବିହାର ଠାରେ l ଏହା ସହିତ ଲୋକଙ୍କୁ ସଚେତନତା ର ବାର୍ତ୍ତା ଦେଇଥିଲୁ l #ଜୀବନ_ସେବା_ଫାଉଣ୍ଡେସନ #JeevanSevaFoundation #cleanindia #cleanodisha @naveen_odisha @odishatime (at Capital Hospital, Bhubaneswar) https://www.instagram.com/p/B3KVJpFgn39/?igshid=12le94uho087p















