https://bit.ly/parswaharachandi କେତେକ ଯୁକ୍ତିବାଦୀ ଅଭିଯୋଗ କରନ୍ତି ଯେ ଦେବୀ ଚଣ୍ଡୀ କେବଳ ଅସୁର ନିଧନ ପାଇଁ ଅବତୀର୍ଣ୍ଣ ହୁଅନ୍ତି।ଏହା ସତ୍ୟ ନୁହେଁ ମନୁଷ୍ୟ ଜୀବନର ପ୍ରତିମୁହୂର୍ତ୍ତରେ କିଛି ନା କିଛି ପ୍ରତିକୂଳ ଶକ୍ତି ସହିତ ସଂଘର୍ଷ କରୁଥାଏ।ସେ ସର୍ବଦା କାମନା ରୂପକ ଜଙ୍ଗଲ ମଧ୍ୟରେ ମୃଗୟା କରୁଥାଏ।ସେହି ମୃଗକୁ ମାରି ଦେବୀ ମନୁଷ୍ୟକୁ କାମନା ମୁକ୍ତ କରନ୍ତି .... #durgapuja #mahanabami #mahaastmi https://www.instagram.com/p/CGtjviKge2z/?igshid=oiwntlx0xy4w











