ସାବରମତି ହସ୍ପିଟାଲ ରେ ଅବବ୍ୟସ୍ତା. ଗରମ ରେ ରୋଗୀ ଛଟପଟ.
କଟକ (ୟତୀନ୍ଦ୍ର ପଣ୍ଡା )ଓଡିଶା ରେ ଛତୁ ଫୁଟିଲା ପରି ବେସରକାରୀ ହସ୍ପିଟାଲ, ନର୍ସିଙ୍ଗହୋମ ର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି. ଥରେ ରୋଗୀ ସେମାନଙ୍କ ଜାଲରେ ପଡିଲେ ଆଉ ବାହାରିବାର ବାଟ ନାହିଂ. ଅଧିକାଂଶ ରୋଗୀ BSKY ଅଧୀନରେ ଆଡମିଟ ହେଉଛନ୍ତି. ରୋଗୀ କ୍ନୁ ଉତ୍ତମ ସେବା ଯୋଗାଇବା ଦୂର କଥା ରୋଗୀ ଶୋଷଣ, ମାନସିକ ନିର୍ଯାତନା, ଅବହେଳା ର ଶିକାର ହେଉଛନ୍ତି. HDU3 ରେ ଅପରେସନ ରୋଗୀ ଥିଲେ ମଧ୍ୟ ବାରମ୍ବାର ରୁମ ରେ ଥିବା AC କୁ ବନ୍ଦ କରି ଦେଉଛନ୍ତି. ପଚାରି ଲେ ଏତେ ସମୟ AC…










