ବଙ୍ଗାଳଦେଶୀ ଅନୁପ୍ରବେଶ କାରି କଁ କରନମା
ବାଙ୍ଗାଲୋର -ୟତୀନ୍ଦ ପଣ୍ଡା -ସାରା ଭାରତ ରେ ହଇ ଛଇ ସୃଷ୍ଟି କରିଥିବା ଭାଇରଲ ଭିଡ଼ିଓ ଉପରୁ ବାଙ୍ଗାଲୋର ପୋଲିସ ପରଦା ଉଠାଇବା ସହ ଘଟଣା ରେ ଜଡିତ ଆସାମୀ ମାନଂକୁ ଗିରଫ କରିବାରେ ସକ୍ଷମ ହୋଇଛି . ଅନୁସନ୍ଧାନ ରୁ ଜଣା ପଡେ 4ଜଣ ଯୁବକ ଓ଼ 2ଜଣ ଯୁବତୀ ବାଂଲାଦେଶ ରୁ ଆସି ଭାରତ ରେ ଅପରାଧ ମୂଳକ କାମରେ ଲିପ୍ତ ଥିଲେ. ଟଙ୍କା ପଇସା ଭାଗ ବଣ୍ଟା କୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ଲାଗିଲା 4ଜଣ ଯୁବକ 20-25)ଓ଼ ଏକ ଯୁବତୀ ନିଜ ଦଳରେ ଥିବା ଅନ୍ୟ ଯୁବତୀ କୁ ମାଡ଼ ମାରିବା ସହ ଯୌନ ନିର୍ଯାତନା…
View On WordPress












