ଇନ୍ଦ୍ରଦ୍ୟୁମ୍ନ ସରୋବର ତୀର୍ଥରେ ସ୍ନାନ, ପିତ୍ର ଓ ଦେବତାମାନଙ୍କ ତର୍ପଣ ଯଥାବିଧାନରେ ସମ୍ପନ୍ନ କଲେ, ମନୁଷ୍ୟଗଣ ସହସ୍ର ଅଶ୍ଵମେଧ ଯଜ୍ଞର ଫଳଭାଗୀ ହୁଅନ୍ତି । ଏହି ଶ୍ରେଷ୍ଠତୀର୍ଥଟି ଧର୍ମାତ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନାମରେ ନାମିତ ହୋଇଅଛି । https://puriwaves.nirmalya.in/destinations/indradyumna-tank #panchatirtha https://www.instagram.com/p/CWaZPbvv1FZ/?utm_medium=tumblr










