ଶ୍ୱେତଗଙ୍ଗା ତୀର୍ଥ
ଶ୍ୱେତଗଙ୍ଗା ତୀର୍ଥ : ପୁରୀର ବାଲିସାହିରେ ଶ୍ୱେତଗଙ୍ଗା ! : ତୀର୍ଥ ଅବସ୍ଥିତ । କିମ୍ବଦନ୍ତୀରୁ ଜଣାଯାଏ, ସତ୍ୟଯୁଗରେ ଶ୍ଵେତ ନାମକ ଜଣେ ରାଜା ଏହି ସ୍ଥାନରେ ବିରାଟି ଯଜ୍ଞ କରିଥିଲେ । ଯଜ୍ଞାନ୍ତେ ସ୍ବୟଂ ଗଙ୍ଗାଦେବୀ ସେହି ଯଜ୍ଞ କୁଣ୍ଡରେ ଆବିର୍ଭୂତ ହୋଇଥିଲେ । ମହାରାଜା ଶ୍ୱେତଙ୍କ ଦ୍ଵାରା ପରମପାବନୀ ଗଙ୍ଗାଦେବୀ ପ୍ରକଟିତ ହୋଇଥିବାରୁ ଏହାର ନାମ ‘ଶ୍ୱେତଗଙ୍ଗା’ । ମଠକର୍ମାଙ୍ଗୀ ନାମକ ଗ୍ରନ୍ଥରେ ଉଲ୍ଲେଖ ରହିଛି, ନୃପକେଶରୀଙ୍କ ସମୟରେ ବଟ ଓ ସାଗର ମଧ୍ୟବର୍ତ୍ତୀ ସ୍ଥାନରେ ରହୁଥିବା…
View On WordPress










