seen from France

seen from Singapore
seen from China

seen from United Kingdom
seen from Japan
seen from Tajikistan

seen from Slovakia

seen from Malaysia

seen from United States
seen from United States
seen from Taiwan
seen from Thailand
seen from United Kingdom
seen from Japan
seen from United Kingdom

seen from Malaysia

seen from United Kingdom
seen from United States
seen from Argentina
seen from United States
అమీన్పూర్ (మం) ఐలాపూర్లో హైడ్రా కమిషనర్ రంగనాథ్ పర్యటన.. Tr
History of Rangnath Ji Temple
Rangnath Ji Temple is also called Rangaji Temple. It is located in Mathura. This temple is dedicated to the Lord Ranganantha. He is the form of Lord Vishnu.
This temple was built in 1851 by a Maratha ruler. His name was Mahadji Shinde. He was famous for reviving the Hindu temple and culture. The temple architecture is a mix of North Indian and South Indian style. The Rangji Temple architecture is similar to the temples located in south India.
The temple has a water pond and a beautiful garden which is called Rang Bagh. It is a very popular site among the worshippers of Lord Vishnu. Festivals like Holi and Janmashtami is celebrated in this temple with great enthusiasm.
ଦେବଦାସୀ ଅନ୍ଦାଲ ସନ୍ଥ
ଅଲୱର ସମ୍ପ୍ରଦାୟ, ଓହୋ ଜାଣି ପାରୁନାହଁତି ଶୁଣନ୍ତୁ ବ୍ରହ୍ମଗିରିର ଅଲାରନାଥ ଏହି ସମ୍ପ୍ରଦାୟ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା । ଅଲୱର ସମ୍ପ୍ରଦାୟରେ ଅଛନ୍ତି ୧୦ ଜଣ ମହାନ ଗୁରୁ, ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ମହିଳା । ସେ ଅନ୍ଦଲ, କୋଥାଇ, ନାଚିୟାର ଏବଂ ଗୋଡାଦେବୀ ରୁପେ ସମ୍ପୁର୍ଣ୍ଣ ଦକ୍ଷିଣ ଭାରତରେ ଜଣାଶୁଣା । ମୃତ୍ଯୁବରଣ କରିବାର ସମୟାନ୍ତରାଳରେ ସେ ମହାଲକ୍ଷ୍ମୀଙ୍କ ଅବତାର ରୁପେ ସିକୃତ । ତାଙ୍କର ମତ ବୈଷ୍ଣବ ଧର୍ମର ପ୍ରମୁଖ ଶାଖା ରୁପେ ଦିନେ ଗଣନା ହେଲା । ତାଙ୍କର ପ୍ରମୁଖ ତାମିଲ ସାହିତ୍ୟକୃତି ତିରୁପ୍ପଭାଈ ଏବଂ ନାଚିୟାର ତିରମୋଲି ଯାହା ଭକ୍ତ ମାନେ ଶ୍ରଦ୍ଧାର ସହ ଆବୃତ୍ତି କରିଥାନ୍ତି । ଦକ୍ଷିଣ ଭାରତରେ ଅନ୍ଦାଲ ଜଣେ ପ୍ରମୁଖ ମହିଳା ବ୍ୟକ୍ତିତ୍ବ , ବହୁ ନାରୀ ତାଙ୍କ ନିତିକୁ ପାଳନ କରନ୍ତି ଓ ସଂଙ୍ଘ ଗଢିଥାନ୍ତି ଯେପରି ଗୋଡା ମଣ୍ଡଳି ।
ପେରିୟାଲଭର ( ବିଷ୍ଣୁଚିତ୍ନନ ) ପେରୁମାଲ ( ବିଷ୍ଣୁ ) ଙ୍କର ଏକନିଷ୍ଠ ଭକ୍ତ ସନ୍ଥ ( ଅଲୱର ) ଥିଲେ । ସେ ନିୟମିତ ଫୁଲ ମାଳ ବିଷ୍ଣୁ ଭଗବାନଙ୍କୁ ଅର୍ପଣ କରୂଥିଲେ । ସେ ନିଃସନ୍ତାନ ଥିଲେ ଓ ଇଶ୍ବରଙ୍କୁ ବରାବର ପ୍ରାଥନା କରୁଥିଲେ । ଦିନେ ମନ୍ଦିରର ବଗିଚାର ଏକ ତୁଳସି ଗଛ ମୁଳରେ ଛୋଟ ଝିଅଟିକୁ କାନ୍ଦୁ ଥିବାର ଦେଖିଲେ । ସେ ତାକୁ ଆଣି ପାଳିଲେ ଓ ତାର ନାମ କୋଥାଇ ରଖିଲେ । କୋଥାଇ ଦିନକୁ ଦିନକୁ ବଡ ହେଲା ଓ ନିଜକୁ ବିଷ୍ଣୁ ଭକ୍ତ ରୁପେ ଗଢି ଚାଲିଲା ।
ଝିଅଟି ବିଶ୍ବାସ କରୁଥିଲା ବାପା ତିଆରି କରିଥିବା ମାଳାଟି ନିଜେ ପିନ୍ଧିବ ତାପରେ ପେରୁମାଲ ( ବିଷ୍ଣୁ ଭଗବାନ ମୁର୍ତ୍ତି ) ପିନ୍ଧିବ । ଦିନେ ପେରିୟାଲଭର ମାଳାରେ ଚୁଟି ଥିବାର ଦେଖିଲେ ଓ ବଡ ଅସନ୍ତୁଷ୍ଟ ହେଲେ ସେ ଦିନ ମାଳାକୁ ଭଗବାନ ଅର୍ପଣ କରିନଥିଲେ । ସେଦିନ ରାତିରେ ପେରୁମାଲ ପେରିୟାଲଭର ( ଅଲୱର ସନ୍ଥ ) ଙ୍କୁ ସ୍ବପ୍ନରେ କହିଲେ ଝିଅ ମାଳା ନପିନ୍ଧିଲେ ସେ ବି ମାଳା ପିନ୍ଧିବେ ନାହିଁ । ଏହା ପ୍ରମାଣିତ ହେଲା ଏହିପରି ନୁଆ ମାଳା ଦେବତାଙ୍କୁ ଅର୍ପଣ ହେଉଥିଲା ବେଳେ ମାଳାଟି ଖସି ଗଲା କୋଥାଇ ସେଇ ମାଳଟି ପିନ୍ଧିଲା ପରେ ସୁବର୍ଣ୍ଣ ହୋଇଗଲା । ଏହାପର ଠାରୁ କୋଥାଇ ଅନ୍ଦାଲ ରୁପେ ପରିଚିତ ହେଲେ ଏବଂ ଚୁଡିକୋଡୁଥା ଶୁଦ୍ରକୋଡି ରୁପେ ଗଣା ହେଲେ ଏହାର ଅର୍ଥ ଯିଏ ମାଳା ପିନ୍ଧେ ଓ ଯାହାର ପାଲଟା ମାଳ ଭଗବାନ ବିଷ୍ଣୁ ଧାରଣ କରନ୍ତି। ପେରିୟାଲଭର ଅନ୍ଦାଲକୁ ରଙ୍ଗନାଥସ୍ବାମି ମନ୍ଦିରକୁ ନେଇଗଲେ, ଅନ୍ଦାଲ ଭଜବାନ ବିଷ୍ଣୁଙ୍କ ସହ ବାହଘର ହୋଇଥିଲା । ଏହି ପରମ୍ପରା ଆଧୁନିକ ସମୟରେ ବି ଅନୁଗମନ କରାଯାଇଥାଏ - ଫୁଲ ମାଳ ଶ୍ରୀଭିଲ୍ଲିପୁଥୁର ଅନ୍ଦାଲ ମନ୍ଦିରର ତିରୂମାଲା ଭେଙ୍କଟେଶ୍ବର ମନ୍ଦିରକୁ ଗରୁଡଉତ୍ସବମ ତାମିଲ ପୁରତ୍ତାସି ( ସେପ୍ଟେମ୍ବର-ଅକ୍ଟୋବର ) ଏବଂ ଅଜହଗର କୋୟିଲ ଚୈତ୍ର ପୁର୍ଣିମି ସମୟରେ ଯାଇଥାଏ । ଅନ୍ଦାଲ ଦେବଦାସୀ ରୁପେ ଗଣାହେଲେ । ତାଙ୍କର ଦୁଇଟି ସାହିତ୍ୟକୃତି ତିରୁପ୍ପଭାଈ ଏବଂ ନାଚିୟାର ଥିରୁମୋଲ୍ଲି ।
ତିରୁପ୍ପଭାଈରେ ଅନ୍ଦାଲ ନିଜକୁ ବୃନ୍ଦାବନର ଗୋପିକା ରୁପେ ଚିତ୍ରଣ କରିଥିଲେ । ଜୀବନର ମୁଳଲକ୍ଷ୍ୟ ଇଶ୍ବରଙ୍କ ଚରଣାବିନ୍ଦରେ ନିଜର ସମ୍ପୂର୍ଣ୍ଣ ସମର୍ପଣ । ଜିବନର ଶେଷ ସମୟରେ ସେ ରଙ୍ଗନାଥ ସ୍ବାମୀଙ୍କ ମୁର୍ତ୍ତିରେ ମିଶିଯାଇଥିଲେ ।
Real Lifelo Clear Hero Book Launch Stills
https://www.myfirstshow.com/real-lifelo-clear-hero-book-launch-stills/
Giribabu <>