Shri Radha Tulsi Locket with Three Round Tulsi Kanthi Mala
Contact at 9205700981
seen from United States

seen from United States

seen from Japan

seen from India
seen from United States
seen from United States
seen from Russia
seen from United States
seen from Ukraine

seen from Japan
seen from Türkiye
seen from China
seen from United States

seen from Egypt
seen from United States
seen from Bulgaria

seen from Japan
seen from United States

seen from Japan
seen from China
Shri Radha Tulsi Locket with Three Round Tulsi Kanthi Mala
Contact at 9205700981
ମୁନୀନ୍ଦବୃନ୍ଦବନ୍ଦିତେ ତ୍ରିଲୋକଶୋକହାରିଣୀ, ପ୍ରସନ୍ବକ୍ତ୍ରପଙ୍କଜେ ନିକୁଞ୍ଜଭୁବିଳାସିନୀ । ବ୍ରଜେନଦ୍ରଭାନୁନନ୍ଦିନୀ ବ୍ରଜେନ୍ଦ୍ର ସୂନୁସଙ୍ଗତେ, କଦା କରିଷ୍ୟସୀହ ମାଂ କୃପାକଟାକ୍ଷ ଭାଜନମ୍ ।। - ଶ୍ରୀରାଧାକୃପାକଟାକ୍ଷ ସ୍ତୋତ୍ର ସମସ୍ତ ମୁନିଗଣ ଆପଣଙ୍କ ଚରଣକୁ ବନ୍ଦନା କରନ୍ତି । ଆପଣ ତିନିଲୋକର ଶୋକ ଦୂର କରନ୍ତି। ଆପଣଙ୍କର ଚିତ୍ତ ପ୍ରସନ୍ନ ଓ ମୁଖକମଳ ପ୍ରଫୁଲ୍ଲିତ । ଆପଣ ଧରଣୀ ଉପରେ ନିକୁଞ୍ଜରେ ବିଳାସ କରନ୍ତି। ଆପଣ ବୃଷଭାନୁ ରାଜାଙ୍କ କନ୍ୟା; ବ୍ରଜରାଜ ନନ୍ଦକିଶୋର ଶ୍ରୀକୃଷ୍ଣଙ୍କ ଚିରସଙ୍ଗିନୀହୃଦୟେଶ୍ବରୀ ଜଗଜନ୍ନୀ ଶ୍ରୀରାଧିକେ ।ଆପଣ ମୋତେ ଆପଣଙ୍କର କୃପାକଟାକ୍ଷ ପାତ୍ର କରନ୍ତୁ । #shriradha #radhakrishna #radheradhe #lovequotes #Jagannath #jayjayshrijagannath #jayjagannath https://www.instagram.com/p/B__jKDIguuW/?igshid=m6a2olww4341