ସ୍ପାଇସ୍ ଜେଟ୍ ବିମାନ ରକ୍ଷଣ ବେକ୍ଷଣ କରୁଥିବା ବେଳେ ଯନ୍ତ୍ରୀ ମୃତ, ତାଲିମ ନେଇ ନଥିଲେ ଏହି ଯନ୍ତ୍ରୀ କୋଲକତା .- କୋଲକାତା ବିମାନ ବନ୍ଦରରେ ଏକ ସ୍ପାଇସ୍ ଜେଟ୍ର ରକ୍ଷଣ ବେକ୍ଷଣ (ମେଣ୍ଟେନାନସ୍ ) କରୁଥିବା ବେଳେ ଜଣେ ଯନ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ରୋହିତ ପାଣ୍ଡେ ନାମକ ଏହି ଯନ୍ତ୍ରୀ ଜଣଙ୍କ ବିମାନର ପଛ ଲ୍ୟାଣ୍ଡିଂ ଦ୍ୱାର ନିକଟରେ କଛି ରକ୍ଷେଣ ବେକ୍ଷଣ କାର୍ଯ୍ୟ କରୁଥିଲେ ।










