ଗୌରବମୟ ଇତିହାସ୍ ର ସାକ୍ଷୀ, ତୋଷରା ମାଟିରେ ସମ୍ମାନିତ ହେଲା "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"। ତୋଷାଳୀ ମହୋତ୍ସବ୍ ର ମଚାନ୍ ହଉଛେ ଭାଇଚାରା, ସମ୍ମାନ୍, ସଂସ୍କୃତି ବାହକ୍ ଆଉ ଇତିହାସର୍ ଗୁଟେ ଚିହ୍ନା। ସେ ଚିହ୍ନା କେ ତୋଷାଳୀ ମହୋତ୍ସବ ଆୟୋଜନ୍ କମିଟି ଆଉ ୟୁଥ ଏକ୍ସନ୍ କମିଟି ବହୁତ୍ ସୁନ୍ଦର୍ ଭାବେ ବଁଚେଇଛନ୍। ଗୁଟେ ମଚାନ୍ ଥି; ସବୁ ରାଜନୈତିକ୍ ଦଲ୍, ସାମାଜିକ୍ ସଙ୍ଗଠନ୍, ବୁଦ୍ଧିଜୀବୀ ମାନ୍ କୁ ଦେଖ୍ ବାର୍ କେ ମିଲ୍'ଲା। ସେନ #WOYM କେ ଠିଆ ହେବାର୍ କେ ଠାନ୍ ଦେଇଥିବାର୍ ଲାଗି ବହୁତ୍ ବହୁତ୍ ଧନ୍ୟବାଦ୍।🙏🏻 ମାଁ ସମଲେଇ ତୋଷରା ମାଟିକେ ସବୁବେଲେ ଛତର୍ ତଲେ ଆଶ୍ରା ଦେଇଥାଉ🙏 ଜୈ ମାଁ ସମଲେଇ, ଜୈ ତୁଷୁରା, ଜୈ କୋଶଲ୍ #toshalimahitsav #tushura #woym #yact #feliciation #westernodishayuvamanch (at Tusura) https://www.instagram.com/p/CX1C4-fPde4/?utm_medium=tumblr









