Chapter 3 of Windmills of Your Mind is out!
Jones POV: waow, can't wait to see that manic pixie dream twink again
Midas POV:

seen from United States
seen from Netherlands
seen from Türkiye

seen from United Kingdom
seen from United Kingdom

seen from United States

seen from United States

seen from United Kingdom
seen from Singapore

seen from United States

seen from Spain

seen from Netherlands

seen from Nigeria
seen from China
seen from Ukraine
seen from Togo
seen from Greece

seen from United States

seen from Russia

seen from United States
Chapter 3 of Windmills of Your Mind is out!
Jones POV: waow, can't wait to see that manic pixie dream twink again
Midas POV:
Do NOT lift woym
Actively working on Chapter 5 of What’s On Your Mind now. The fic brain worms are worming again.
ଆଏବା କାଏଲ୍ ୩ ଫେୃବୃୟାରୀ ମା ମାଟିର୍ ଲାଗି ସମ୍ବଲପୁର୍ ଚାଲ୍ "ଉଲଗୁଲାନ୍ ଯାତ୍ରା" । ଜୟ ଜୟ କୋଶଲ୍ 🚩🚩🚩 #koshal #koshalstate #woym #westernodishayuvamanch #balangir #Sambalpur #bargarh #jharsuguda #kalahandi #nuapada #boudh #subarnapur #sundargarh #deogarh https://www.instagram.com/p/CoJmCy3P7xM/?igshid=NGJjMDIxMWI=
ବିପଦ୍ ଆପଦ୍ ନାଇଁ ଆସୁ କେଭେଁ ମାଁ ସମଲେଇ ହେବୁ ସାହା କୁଟି ଜୁହାର୍ ଆଏ ସେ ନାନୀ ବହେନ୍ କେ ଯେ ଭୂକେ ରହି କରେ ଭାଏ ଜିଉଁତିଆ ❣️ ନିର୍ଜଳା ଉପାସ ରହି ଭାଏର୍ ଲାଗି ଭାଏ ଜିଉତିଆ କରୁଥିବାର ସବୁ ନାନୀ ବହେନ୍ ମାନକୁ ମା ଦୁର୍ଗା , ମା ସମଲେଇ ସବୁ ବେଳେ ସାହା ହେଇ ଥାଉ🙏🏼। #WOYM ପ୍ରତିଜ୍ଞା କରୁଛେ କି ସବୁ ବହେନ୍ ମାନକର୍ ଦୁଃଖ ଆର୍ ସୁଖ୍ ସବୁ ବେଳେ ନିଜର୍ ଭାଇ ହିସାବେ ଠିଆ ହେବା🤝🏻। #WesternOdishaYuvaManch #woym #bhaijuentia (at Balangir) https://www.instagram.com/p/CjPUDvsPI-Q/?igshid=NGJjMDIxMWI=
" ଦେଶ୍ ବିଦେଶ୍ ନୁ ନା କମେଇଛନ୍ ବଲାଙ୍ଗୀର୍ ମାଟିର୍ ଛୁଆ, ଆମର୍ ମାଏନତା କୁନୁଆ ହେବେ ସିଆନ୍ ସୁଜନ୍ ନିଉତା ସଙ୍ଗେ ଦଉଛୁଁ ଗୁଆ । " #WOYM Cordially Invited, Smt. Lika Sahu, Municipality Chairman,Bgr Smt. Debaki Sahu, ZP Dist President,Bgr Sj. DINESH SHARMA , BALANGIR Sj. LOTUS SADANGI, BALANGIR NUAKHAI BHETGHAT - 2022 Date : 28th September,2022(Wednesday) Venue : Utkal Mandap Bhubaneswar Time : 4 P.m. Onwards Mob : 7978303063,7377159867 Regards, #WesternOdishaYuvaManch (at Balangir) https://www.instagram.com/p/CimR5CJvR4R/?igshid=NGJjMDIxMWI=
" ୨୮ ତାରିକ୍ ଉତ୍କଳ ମଣ୍ଡପ୍ କରବା ରଝୋ ରଝୋ, ଦୁସମନି ନେସି ଯେ ମାରସୁ ଖଚୋ ଖଚୋ, ହସାବାର୍ ସାଙ୍ଗେ #Anchoring ବି କରବେ ଯୋଗେଶ୍ ଯୋଜୋ ।" ❤️ Let's Celebrate with Most Talented Sambalpuria #Comedian_JOGESH_JOJO 🔥 Date : 28th September,2022(Wednesday) Venue : Utkal Mandap,Bbsr Time : 4 P.m. Onwards Book Ur Ticket Soon. For more updates : https://www.facebook.com/woymforpeople/ Mob : 9668626254,7377159867,7978303063 Regards, #WesternOdishaYuvaManch #WOYM #nuakhai_bhetghat_2022 #woymforpeople https://www.instagram.com/p/CihOwHgPtzH/?igshid=NGJjMDIxMWI=
।। "କୋଶଲ୍ ମହାବନ୍ଦ୍" ।। "ସ୍ଵତନ୍ତ୍ର କୋଶଲ୍ ରାଜ୍ୟ" ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ୍ ଡାକରା କେ ଖାଲି ସମର୍ଥନ୍ ନୁହେ, ପ୍ରତ୍ୟେକ୍ ଜିଲ୍ଲା ରେ "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) ର ସଦସ୍ୟ ରାସ୍ତା କେ ଉତରି, ତନ୍ ମନ୍ ଧନ୍ ଦେଇ, ଆବଶ୍ୟକ୍ ସ୍ଥଳେ ଗିରଫ୍ ମଧ୍ୟ ହେଇ ବନ୍ଦ୍ କେ ସଫଲ୍ କରିଛନ୍। କୋଶଲ୍ ସେନା ଆର୍ KMM ର ବନ୍ଦ୍ ଡାକରା କେ ସାରା କୋଶଲାଞ୍ଚଲ୍ ରେ ଅନେକ୍ ସଂଗଠନ୍ ସମର୍ଥନ୍ ଜଣେଇ ଥିଲେ । ଝାରସୁଗୁଡ଼ା ରେ କୋଶଲ୍ ସଂଗ୍ରାମୀ ମାନକୁ ପୋଲିସ୍ ଗିରଫ୍ କରବାର୍ ଘଟଣା ଅତି ନିନ୍ଦନୀୟ ଆଏ। ମା ମାଟିର୍ ମୁକ୍ତି ସଂଗ୍ରାମ୍ ରେ ବନ୍ଦ୍ କେ ସଫଲ୍ କରିଥିବାର୍ ସେ ପ୍ରତ୍ୟେକ୍ ସଂଗଠନ୍, ବ୍ୟକ୍ତି ବିଶେଷ କେ #WOYM ର ସଂଗ୍ରାମୀ ସଲାମ୍ । ଆନ୍ତରିକ୍ ଧନ୍ୟବାଦ୍। ଆଗକେ ଏକତା ଆର୍ ଜବର୍ ହଉ । ଜୟ କୋଶଲ୍ 🚩 ଜୟ ମା ସମଲେଇ 🙏 #koshal #koshalmahabandh #WesternOdishaYuvaManch #Kmm #koshalsena #Balangir #Bargarh #Sambalpur #Jharsuguda #Sundargarh #Deogarh #sonpur #Boudh #kalahandi #nuapada (at Balangir) https://www.instagram.com/p/CiNtSycPrGv/?igshid=NGJjMDIxMWI=