ଚୈତନ୍ୟ ମହାପ୍ରଭୁ ଙ୍କ ଅନ୍ୟ ଏକ ନାମ ଗୌରାଙ୍ଗ, ଗୋରା ଅଙ୍ଗ ଯୋଗୁ କୁହାଯାଏ ସେ ଶ୍ରୀରାଧାଙ୍କ ଅବତାର ଥିଲେ, ତାଙ୍କ ପାଦପଦ୍ମ ଶ୍ରୀଜଗନ୍ନାଥ ମନ୍ଦିର ବେଢାରେ ପୂଜିତ, ଚୈତନ୍ୟ ମହାପ୍ରଭୁ ଗୌଡ଼ୀୟ ବୈଷ୍ଣବବାଦର ସଂସ୍ଥାପକ ..
seen from China
seen from United States

seen from Philippines
seen from United States
seen from Italy

seen from Italy

seen from Türkiye
seen from Türkiye
seen from Hungary
seen from Türkiye
seen from United States
seen from Türkiye
seen from Russia

seen from Malaysia

seen from Malaysia
seen from Dominican Republic
seen from India

seen from Poland
seen from United States
seen from China
ଚୈତନ୍ୟ ମହାପ୍ରଭୁ ଙ୍କ ଅନ୍ୟ ଏକ ନାମ ଗୌରାଙ୍ଗ, ଗୋରା ଅଙ୍ଗ ଯୋଗୁ କୁହାଯାଏ ସେ ଶ୍ରୀରାଧାଙ୍କ ଅବତାର ଥିଲେ, ତାଙ୍କ ପାଦପଦ୍ମ ଶ୍ରୀଜଗନ୍ନାଥ ମନ୍ଦିର ବେଢାରେ ପୂଜିତ, ଚୈତନ୍ୟ ମହାପ୍ରଭୁ ଗୌଡ଼ୀୟ ବୈଷ୍ଣବବାଦର ସଂସ୍ଥାପକ ..
ଶ୍ରୀ ରାୟ ରାମାନନ୍ଦ, *ଶ୍ରୀଜଗନ୍ନାଥ ବଲ୍ଲଭ ନାଟକର ରଚୟିତା, ସେଇ ନାଟକ କେବେ ଶ୍ରୀମନ୍ଦିରସ୍ଥ ନାଟମଣ୍ଡପରେ ମଞ୍ଚସ୍ଥ ହେଉଥିଲା । ତାଙ୍କ ଜନ୍ମ ପୁରୀ ସହର ନିକଟବର୍ତି ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ବେଣ୍ଟପୁର ଗ୍ରାମରେ ହୋଇଥିଲା । ଆଧ୍ୟତ୍ମିକ ମାର୍ଗର ପ୍ରେମଭକ୍ତି ସାଧନ ମାର୍ଗରେ ଗତି କରି ଜଣେ ଶ୍ରେଷ୍ଟ ସାଧକ ଭାବେ ପରିଚିତ ହୋଇ ଉଠିଥିଲେ । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସାଙ୍ଗରେ ତାଙ୍କର ଦେଖା ହୋଇଥିଲା, ସେତିକିବେଳେ ଶ୍ରୀ ଚୈତନ୍ୟ ଦକ୍ଷିଣାତ୍ୟ ଅଭିଯାନରେ ଥିଲେ । ଏହି ସମୟରେ ସେହି ଘାଟକୁ ସ୍ନାନ କରିବା ପାଇଁ ଆସିଥିବା ରାମାନନ୍ଦ ଶ୍ରୀଚୈତନ୍ୟଙ୍କ ଜ୍ୟୋତିର୍ମୟ ଗୌରକାନ୍ତ ରୂପକୁ ଦେଖି ଆମନ୍ତ୍ରଣ କରିଥିଲେ । ରାମାନନ୍ଦଙ୍କ ନିମନ୍ତ୍ରଣକୁ ରକ୍ଷାକରି ଶ୍ରୀଚୈତନ୍ୟ ଜଣେ ବୈଦିକ ବ୍ରାହ୍ମଣଙ୍କ ( ସାର୍ବଭୌମ ଭଟ୍ଟାଚାର୍ଯ୍ୟ ) ଘରେ ୧୦ଦିନ ରହିଥିଲେ । ପ୍ରତ୍ୟେକ ଦିନ ନିଶାରାତ୍ରରେ ରାମାନନ୍ଦ ସାଧରଣ ଲୋକ ବେଶରେ ଚୈତନ୍ୟଙ୍କ ସହ ସାକ୍ଷାତ କରନ୍ତି । ସେହି ସାକ୍ଷାତ ସମୟରେ ଚୈତନ୍ୟଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଚାଲନ୍ତି ରାମାନନ୍ଦ । ସେହି କଥୋପକଥନ ରେ ଥିଲା ଏହାଏହି ସବୁ ବିଷୟ ଦାସ୍ୟଭକ୍ତି, ସଖ୍ୟଭକି, ବାସ୍ସଲ୍ୟ ଭକ୍ତି, କାନ୍ତ ଭାବ, ଭକ୍ତି ଏବଂ ପ୍ରେମ ଭକ୍ତି ସଂପର୍କରେ ତାଙ୍କୁ ଜ୍ଞାନ ପ୍ରଦାନ କରିଥୁଲେ । ଦୁଇ ମହାପୁରୁଷଙ୍କ ମଧ୍ୟରେ ଏହି ୧୦ଦିନର କଥୋପକଥନ ‘ଶ୍ରୀଚୈତନ୍ୟ ଚରିତାମୃତ’ ଗ୍ରନ୍ଥରେ ବର୍ଣ୍ଣିତ । https://nirmalya.in/Zla
ବୈଷ୍ଣବ ସନ୍ଥ ଶ୍ରୀ ରାୟ ରାମାନନ୍ଦ
ଶ୍ରୀ ରାୟ ରାମାନନ୍ଦ, *ଶ୍ରୀଜଗନ୍ନାଥ ବଲ୍ଲଭ ନାଟକର ରଚୟିତା, ସେଇ ନାଟକ କେବେ ଶ୍ରୀମନ୍ଦିରସ୍ଥ ନାଟମଣ୍ଡପରେ ମଞ୍ଚସ୍ଥ ହେଉଥିଲା । ସେହି ସମୟରେ ରାଜା ପ୍ରତାପରୁଦ୍ର ଦେବ ଅତ୍ୟନ୍ତ ଖୁସି ହୋଇ ତାଙ୍କୁ ନିଳ ହାତରେ ଧରିଥିବା ସୁବର୍ଣ ଛଡ଼ି ଟିକୁ ପ୍ରଦାନ କରିବାସହ ରାଜମହେନ୍ଦ୍ରୀର ଶାସକ ଭାବରେ ନିଯୁକ୍ତ କରିଥଲେ । ତାଙ୍କ ଜନ୍ମ ପୁରୀ ସହର ନିକଟବର୍ତି ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ବେଣ୍ଟପୁର ଗ୍ରାମରେ ହୋଇଥିଲା । ତତ୍କାଳୀନ ଓଡ଼ିଶାର ଦକ୍ଷିଣ ସୀମା ଗୋଦାବରୀ ନଦୀ ତଟସ୍ଥ…
View On WordPress
Shri Ray Ramananda with Lord Shri Chaitanya ...