ନରସିଂହପୁରରେ ଆଜି ବିଭିନ୍ନ ମେଡିକାଲ ରୁ 37 ଜଣ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ପୁରୁଣା ଆର ଟି ପିସି ଆର ପରୀକ୍ଷା ରୁ 10 ଜଣ ଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଜିର ଆଣ୍ଟିଜେନ ଟେଷ୍ଟରୁ କାନପୁର ମେଡିକାଲ ରୁ 9 ଜଣ ନରସିଂହପୁର ମେଡିକାଲରୁ 15 ଜଣ ଏବଂ ଜୁଡୁମ ମେଡିକାଲରୁ 03 ଜଣ ସଂକ୍ରମିତ ଙ୍କୁ ଚିହ୍ନଟ କରାଯାଇଛି। ଆଜି ସମୁଦାୟ 244 ଜଣ ରକ୍ତ ନମୁନା ଦେଇଥିଲେ ପରୀକ୍ଷା ପାଇଁ। ନରସିଂହପୁରରୁ ଶାନ୍ତନୁ କୁମାର ଗାଣଙ୍କ ରିପୋର୍ଟ କାନପୁର ଖବର। #COVID19 #COVID19Updates #Narasinghpur #Kanpur #Jodum #kanpurkhabar (at Kanpur, Orissa, India) https://www.instagram.com/p/CPvuR-4LE92/?utm_medium=tumblr














