ସ୍ଥାନୀୟ ଅଂଚଳରେ ମାଟ୍ରିକ ଫଳାଫଳ.... ଆଜି ମାଟ୍ରିକ ଫଳାଫଳ ବଂଶିଧର ବିଦ୍ୟାପୀଠ କାନପୁର ୧୦୦% ରେଜଲ୍ଟ ୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷ ଦେଇ ପ୍ରଥମ ଶ୍ରେଣୀରେ ନିଖିଳ ରଞ୍ଜନ ସାହୁ(୫୨୭) ନମ୍ବର, ଦ୍ଵିତୀୟ ଶ୍ରେଣୀରେ ଶ୍ରୀଧର ମହାରଣା (୫୦୫), ଓ ତୃତୀୟ ଶ୍ରେଣୀରେ ଆଶୁତୋଷ ସାହୁ (୫୦୧) ନମ୍ବର ହାସଲ କରିଛନ୍ତି | ବାଳିକା ଉଚ୍ଚ ବିଦ୍ୟାଳୟ, କାନପୁରରୁ ୧୦୦% ରେଜଲ୍ଟ ୫୩ ଜଣ ପରୀକ୍ଷାର୍ଥୀରୁ ପ୍ରଥମ ଶ୍ରେଣୀରେ ସ୍ମୃତି ରେଖା ମୁଦୁଲି(୫୪୮), ଦ୍ଵିତୀୟ ଶ୍ରେଣୀରେ ଗାୟତ୍ରୀ ପ୍ରତିହାରୀ (୫୨୬), ଓ ତୃତୀୟ ଶ୍ରେଣୀରେ ତୁଳସୀ ସାହୁ (୫୨୪) ନମ୍ବର ରଖିଛନ୍ତି | ରଘୁନାଥ ବିଦ୍ୟାପୀଠ ସିଆରିଆରୁ ୮୩% ରେଜଲ୍ଟ ୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷ ଦେଇ ପ୍ରଥମ ଶ୍ରେଣୀରେ ଶୁଭମ ସୃତି ସାଗର (୫୪୦) ନମ୍ବର, ଦ୍ଵିତୀୟ ଶ୍ରେଣୀରେ ପ୍ରଭୁଦତ୍ତ ସାହୁ (୫୨୦), ଓ ତୃତୀୟ ଶ୍ରେଣୀରେ କାଳି ପ୍ରସାଦ ସାମନ୍ତରାୟ (୪୮୦) ନମ୍ବର ହାସଲ କରିଛନ୍ତି | ସେହିପରି ହରିପୁର ହାଇସ୍କୁଲରେ ମଧ୍ୟ ୧୦୦% ରେଜଲ୍ଟ ୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷ ଦେଇ ପ୍ରଥମ ଶ୍ରେଣୀରେ ୨ ଜଣ ପରୀକ୍ଷାର୍ଥୀ ସ୍ଵାଗତିକା ବାରିକ, ପ୍ରକାଶ ଚନ୍ଦ୍ର ବାରିକ (୫୩୬) ନମ୍ବର, ଦ୍ଵିତୀୟ ଶ୍ରେଣୀରେ ବୈଶାଳୀ ବରାଳ (୫୩୩), ଓ ତୃତୀୟ ଶ୍ରେଣୀରେ ପ୍ରତିକ୍ଷ୍ୟା ବେହେରା (୫୧୯) ନମ୍ବର ହାସଲ କରିଛନ୍ତି | ଚମ୍ପେଶ୍ୱର ବାଳକ ଉଚ୍ଚ ବିଦ୍ୟାଳୟରୁ ୧୦୦% ରେଜଲ୍ଟ ୨୪ଜଣ ଛାତ୍ର ପରୀକ୍ଷ ଦେଇ ପ୍ରଥମ ଶ୍ରେଣୀରେ ସମ୍ବିତ ନାୟକ (୪୪୭) ନମ୍ବର ହାସଲ କରିଛନ୍ତି ବି-୧, ବି୨-୭, ସି-୧୩, ଡି-୨, ଇ-୧ ହାସଲ କରିଛନ୍ତି | କାନପୁର ଖବର ତରଫରୁ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 💐💐💐💐💐💐💐💐💐💐💐💐💐💐💐💐💐💐💐💐 #kanpurkhabar #MatricResult #Narasinghpur #Cuttack #Odisha (at Kanpur, Orissa, India) https://www.instagram.com/p/CQjViXWrWIk/?utm_medium=tumblr












