କାନପୁର ଓ ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ସେବା ବନ୍ଦ | ଇଲେକ୍ଟ୍ରି ଷ୍ଟାଫଙ୍କ କହିବା ମୁତାବକ ପ୍ରବଳ ମାତ୍ରାରେ ବର୍ଷା ହୋଇ ଡ଼ାଳପଡ଼ି ନରସିଂହପୁରରୁ ବାଗ ଧରିଆ ଭିତରେ କାମ ଚାଲୁଅଛି | ଆଉ ମାତ୍ର ୧ଘଣ୍ଟା ପରେ ବିଦ୍ୟୁତ୍ ସେବା ଯୋଗାଇଦିଆଯିବ | #TPCODL #KanpurSection (at Kanpur, Orissa, India) https://www.instagram.com/p/CTclckyhhhn/?utm_medium=tumblr












