A commission of Koshal the excitable minotaur and Iknika, the relentless goblin-- both eager to prove their worth as reliable fighters! For @mortythegobbo.
seen from United States

seen from Germany

seen from Germany

seen from United States
seen from United States
seen from South Africa

seen from United States

seen from United States

seen from United States
seen from United States
seen from United States
seen from South Korea
seen from United States
seen from United States

seen from United States
seen from United States

seen from United Kingdom
seen from United States

seen from United States
seen from China
A commission of Koshal the excitable minotaur and Iknika, the relentless goblin-- both eager to prove their worth as reliable fighters! For @mortythegobbo.
ଆଏବା କାଏଲ୍ ୩ ଫେୃବୃୟାରୀ ମା ମାଟିର୍ ଲାଗି ସମ୍ବଲପୁର୍ ଚାଲ୍ "ଉଲଗୁଲାନ୍ ଯାତ୍ରା" । ଜୟ ଜୟ କୋଶଲ୍ 🚩🚩🚩 #koshal #koshalstate #woym #westernodishayuvamanch #balangir #Sambalpur #bargarh #jharsuguda #kalahandi #nuapada #boudh #subarnapur #sundargarh #deogarh https://www.instagram.com/p/CoJmCy3P7xM/?igshid=NGJjMDIxMWI=
ଆଏବା କାଏଲ୍ ୩ ଫେୃବୃୟାରୀ ମା ମାଟିର୍ ଲାଗି ସମ୍ବଲପୁର୍ ଚାଲ୍ "ଉଲଗୁଲାନ୍ ଯାତ୍ରା" । ଜୟ ଜୟ କୋଶଲ୍ 🚩🚩🚩 #koshal #balangir #Sambalpur #Rally #movement https://www.instagram.com/p/CoJkiHKvhBI/?igshid=NGJjMDIxMWI=
।। "କୋଶଲ୍ ମହାବନ୍ଦ୍" ।। "ସ୍ଵତନ୍ତ୍ର କୋଶଲ୍ ରାଜ୍ୟ" ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ୍ ଡାକରା କେ ଖାଲି ସମର୍ଥନ୍ ନୁହେ, ପ୍ରତ୍ୟେକ୍ ଜିଲ୍ଲା ରେ "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) ର ସଦସ୍ୟ ରାସ୍ତା କେ ଉତରି, ତନ୍ ମନ୍ ଧନ୍ ଦେଇ, ଆବଶ୍ୟକ୍ ସ୍ଥଳେ ଗିରଫ୍ ମଧ୍ୟ ହେଇ ବନ୍ଦ୍ କେ ସଫଲ୍ କରିଛନ୍। କୋଶଲ୍ ସେନା ଆର୍ KMM ର ବନ୍ଦ୍ ଡାକରା କେ ସାରା କୋଶଲାଞ୍ଚଲ୍ ରେ ଅନେକ୍ ସଂଗଠନ୍ ସମର୍ଥନ୍ ଜଣେଇ ଥିଲେ । ଝାରସୁଗୁଡ଼ା ରେ କୋଶଲ୍ ସଂଗ୍ରାମୀ ମାନକୁ ପୋଲିସ୍ ଗିରଫ୍ କରବାର୍ ଘଟଣା ଅତି ନିନ୍ଦନୀୟ ଆଏ। ମା ମାଟିର୍ ମୁକ୍ତି ସଂଗ୍ରାମ୍ ରେ ବନ୍ଦ୍ କେ ସଫଲ୍ କରିଥିବାର୍ ସେ ପ୍ରତ୍ୟେକ୍ ସଂଗଠନ୍, ବ୍ୟକ୍ତି ବିଶେଷ କେ #WOYM ର ସଂଗ୍ରାମୀ ସଲାମ୍ । ଆନ୍ତରିକ୍ ଧନ୍ୟବାଦ୍। ଆଗକେ ଏକତା ଆର୍ ଜବର୍ ହଉ । ଜୟ କୋଶଲ୍ 🚩 ଜୟ ମା ସମଲେଇ 🙏 #koshal #koshalmahabandh #WesternOdishaYuvaManch #Kmm #koshalsena #Balangir #Bargarh #Sambalpur #Jharsuguda #Sundargarh #Deogarh #sonpur #Boudh #kalahandi #nuapada (at Balangir) https://www.instagram.com/p/CiNtSycPrGv/?igshid=NGJjMDIxMWI=
ହେ ମାଁ ଇଷ୍ଟଦେବୀ 🙏🏻 ତତେ ସୁମରୀ କରୁଛେଁ ଗୋ ଗୁହାରୀ 🙇🏻♂️ କୋଶଲ୍ ମାଟିର୍ ସିଘା ତିହାର୍, ଚାଷୀ ଭାଇର୍ ମନ୍ ଉସନାକି ର ଦିନ୍ ଆମର୍ ନୂଆଁଖାଇ। ସବୁ ଗୁରୁଜନ୍, ସାଂଗ୍ ସାଥି, ଭାଏ ବହେନ୍ ମାନ୍ କୁ *ନୂଆଁଖାଇ ର ଜୁହାର୍* 🙏🏻। ଭଗବାନ୍ ସମସ୍ତଙ୍କୁ ଉସତ୍ ଆନନ୍ଦ୍ ଥି ରଖୁନ୍, ରୋଗ୍ ଦୂଖ୍ ସବୁ ଦୁର୍ ହେଇଯାଉ, ନିଜର୍ ନିଜର୍ ଭିତରେ ସବୁ ରାଗ୍ ରୁସା କେ ଭୁଲି କରି ଭାଇଚାରାର ଭାବ୍ ଟା ବର୍କସ୍ ହଉ ବଲି ମୋର୍ ପ୍ରାର୍ଥନା।😊 ଜେ ମାଁ ଦ୍ଵାରସେନୀ, ଜେ ମାଁ ପାଟାନେଶ୍ୱରୀ, ଜେ ମାଁ ମାଣିକେଶ୍ୱରୀ, ଜେ ମାଁ ସମଲେଶ୍ଵରୀ 🙏🏻 ଜେ କୋଶଲ୍ 🔥🚩 #Nuakhai #Koshal #festival #aamarparab_aamargarab #brotherhood #love #ootd #sambalpuri (at Sindhekela, Orissa, India) https://www.instagram.com/p/Ch9PKh-vbOP/?igshid=NGJjMDIxMWI=
ବଲାଙ୍ଗୀର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ୍ #WOYM 🚩 କାହ୍ନା ନର୍ସରୀ, ପଟଣାଗଡ଼ ନୁ "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) ବଲାଙ୍ଗୀର ର ବାର୍ଷିକ୍ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ୍ ଅନୁଷ୍ଠିତ୍ ହେଲା। #WOYM କେ ଆଗକେ ନେବାର୍ ଲାଗି ସଂଗ୍ରାମୀ ଭାଇ ମାନକୁ ନୂଆ ଦାୟିତ୍ଵ ମାନେ ଦିଆହେଲା। ସ୍ଵତନ୍ତ୍ର କୋଶଲ୍ ରାଜ୍ୟ ଦାବୀ କେ ତୀବ୍ରତର୍ କରବାର୍ ଲାଗି ସଂକଳ୍ପ ନିଆଗଲା। ଆନ୍ଦୋଲନ୍ କେ ଗାଁ ଗାଁ କେ ଲୋକର୍ ପାଖକେ ପହଞ୍ଚାବାର୍ ସାଙ୍ଗେ ଯୁବକ୍ ପିଢ଼ି କେ ସବୁକ୍ଷେତ୍ରରେ ସଚେତନ୍,ସମାଜ୍ ପ୍ରତି ଥିବାର୍ କର୍ତ୍ତବ୍ୟ କେ ପ୍ରତି ପାହା ରେ ନିଭାବାର୍ , ଅଞ୍ଚଲବାସିଙ୍କର୍ ହକ୍ ସାଙ୍ଗେ ଦେଓଗାଁ ଚିନି ମିଲ୍ କାର୍ଯ୍ୟକ୍ଷମ୍, ଦର୍ଶନିକ୍ ଆଉ ତୀର୍ଥ ସ୍ଥାନ୍ ର ପୁନରୁଦ୍ଧାର୍, Local Employment ଲାଗି ମାଟିର୍ ଖାଇ ଉପକୁଲିଏ କର୍ ଗୁଲାମି କରୁଥିବାର୍ ସରକାରୀ ବେସରକାରୀ ସଂସ୍ଥା ଙ୍କୁ ଉଚିତ୍ ଜବାବ୍ ଦେବା #WOYM 🤝। ବଲାଙ୍ଗୀର ଜିଲ୍ଲା ଲାଗି ନୂଆ ଦାୟିତ୍ଵ ପାଇ ଥିବାର୍ ସମସ୍ତଙ୍କୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ଆଶା ଆଉ ବିଶ୍ୱାସ୍ ମାଟିର୍ ଲଢେ଼ଇ ଜବର୍ ହେବା 🔥। Jai Koshal 🚩 Jai Maa Samlei 🙏 #woymforpeople #balangir #morbalangir #koshal #WesternOdishaYuvaManch (at Balangir) https://www.instagram.com/p/CYJBZHJF2VI/?utm_medium=tumblr
#NuakhaiJuhar ନୂଆଁ ଧାନ୍ ନୂଆଁ ମନ୍, ନୂଆଁ ଆଶା ନୂଆଁ ଜୀବନ୍ ନୂଆଁ ଭାବ୍ ସଙ୍ଗେ ନୂଆଁ ବେଭାର୍ ପରବ୍ ଭିତ୍ରେ ନୂଆଁଖାଇ ଆଏ ଆମର୍ ବଡଖା ତିହାର୍, ମାଁ ସମଲେଇ ର କରୁଣା ଆଏ ଅପାର୍ ବଡ୍-ସାନ୍, ସିଆନ୍-ସୁଜନ୍, ଗୁରୁ-ଗୁରୁଜନ୍ ସମକୁ ମୋର୍ ନୂଆଁଖାଇ ଜୁହାର୍ 🙏🏻🙏🏻🙏🏻 #Nuakhai #iamabhisekdash #WesternOdisha #Koshal #traditional #culture #pride #india #festival https://www.instagram.com/p/CEOM4rmlef4/?igshid=19sq9u95rtkau
Credits @yobu_prabhas Arey What's Dis Rey ..😕😕😕 . . . . . . . ##koushalarmy #koshal #koushalarmy😎😎 #koushalmanda #telugutrollvideos #comedyvideos #funnyvideos #tiktok #tiktokindia #telugutiktokofficiall #telugudubsmash #telugudubs #vijaydevarakonda #vijayawada #vizag #hyderabad #noorin #oruadaarlove #priyawarrier (at Hyderabad) https://www.instagram.com/p/BvGr9bilCm9/?utm_source=ig_tumblr_share&igshid=7sg3ckmsw7ny