21st Balangir Loka Utsav 2022-23❤️ #balangir #morbalangir #festival #event #dance #culture #tradition #music #enjoy #iamabhisekdash (at Balangir) https://www.instagram.com/p/CnwSyYbv8xY/?igshid=NGJjMDIxMWI=
seen from South Korea
seen from Türkiye
seen from Germany

seen from Germany

seen from Malaysia
seen from China

seen from United Kingdom
seen from United States
seen from Italy

seen from South Africa
seen from United States

seen from United States

seen from United States
seen from United States

seen from United States
seen from China

seen from Canada
seen from Malaysia
seen from United States
seen from China
21st Balangir Loka Utsav 2022-23❤️ #balangir #morbalangir #festival #event #dance #culture #tradition #music #enjoy #iamabhisekdash (at Balangir) https://www.instagram.com/p/CnwSyYbv8xY/?igshid=NGJjMDIxMWI=
Mor Balangir ❤️ ମୋର୍ ବଲାଙ୍ଗେର୍ ମତେ ସୁନ୍ଦର୍ 💖 #morbalangir #balangir #balangiriapila #amebalangiria #train #railwaystation (at Balangir) https://www.instagram.com/p/CifHknNPIta/?igshid=NGJjMDIxMWI=
ବଲାଙ୍ଗୀର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ୍ #WOYM 🚩 କାହ୍ନା ନର୍ସରୀ, ପଟଣାଗଡ଼ ନୁ "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) ବଲାଙ୍ଗୀର ର ବାର୍ଷିକ୍ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ୍ ଅନୁଷ୍ଠିତ୍ ହେଲା। #WOYM କେ ଆଗକେ ନେବାର୍ ଲାଗି ସଂଗ୍ରାମୀ ଭାଇ ମାନକୁ ନୂଆ ଦାୟିତ୍ଵ ମାନେ ଦିଆହେଲା। ସ୍ଵତନ୍ତ୍ର କୋଶଲ୍ ରାଜ୍ୟ ଦାବୀ କେ ତୀବ୍ରତର୍ କରବାର୍ ଲାଗି ସଂକଳ୍ପ ନିଆଗଲା। ଆନ୍ଦୋଲନ୍ କେ ଗାଁ ଗାଁ କେ ଲୋକର୍ ପାଖକେ ପହଞ୍ଚାବାର୍ ସାଙ୍ଗେ ଯୁବକ୍ ପିଢ଼ି କେ ସବୁକ୍ଷେତ୍ରରେ ସଚେତନ୍,ସମାଜ୍ ପ୍ରତି ଥିବାର୍ କର୍ତ୍ତବ୍ୟ କେ ପ୍ରତି ପାହା ରେ ନିଭାବାର୍ , ଅଞ୍ଚଲବାସିଙ୍କର୍ ହକ୍ ସାଙ୍ଗେ ଦେଓଗାଁ ଚିନି ମିଲ୍ କାର୍ଯ୍ୟକ୍ଷମ୍, ଦର୍ଶନିକ୍ ଆଉ ତୀର୍ଥ ସ୍ଥାନ୍ ର ପୁନରୁଦ୍ଧାର୍, Local Employment ଲାଗି ମାଟିର୍ ଖାଇ ଉପକୁଲିଏ କର୍ ଗୁଲାମି କରୁଥିବାର୍ ସରକାରୀ ବେସରକାରୀ ସଂସ୍ଥା ଙ୍କୁ ଉଚିତ୍ ଜବାବ୍ ଦେବା #WOYM 🤝। ବଲାଙ୍ଗୀର ଜିଲ୍ଲା ଲାଗି ନୂଆ ଦାୟିତ୍ଵ ପାଇ ଥିବାର୍ ସମସ୍ତଙ୍କୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ଆଶା ଆଉ ବିଶ୍ୱାସ୍ ମାଟିର୍ ଲଢେ଼ଇ ଜବର୍ ହେବା 🔥। Jai Koshal 🚩 Jai Maa Samlei 🙏 #woymforpeople #balangir #morbalangir #koshal #WesternOdishaYuvaManch (at Balangir) https://www.instagram.com/p/CYJBZHJF2VI/?utm_medium=tumblr
ଗତକାଲି ମାଁ ସମଲେଶ୍ବରୀଙ୍କ ସନ୍ଧ୍ୟା ଆଳତି ପରେ ଆଳତି କମିଟି ଓ ବଲାଙ୍ଗୀରର ସାମାଜିକ ଅନୁଷ୍ଠାନ ମାନଙ୍କ ସହିତ ମାଁ ସମଲେଶ୍ବରୀ ମନ୍ଦିରରେ ଚାଲୁଥିବା ଅସ୍ଥାୟୀ ସେଡ଼୍ ନିର୍ମାଣ ଓ ପୂର୍ବରୁ ଉଠାଯାଇଥିବା ବିଭିନ୍ନ ଦାବି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। କିଭଳି ଭାବେ ଆଗାମୀ ଦିନରେ ପ୍ରଶାସନ ମାଁ ସମଲେଶ୍ବରୀ, ମାଁ ପାଟନେଶ୍ୱରୀ, ପ୍ରଭୁ ଗୋପାଳଜୀ ଏବଂ ଅନ୍ୟାନ୍ୟ ମନ୍ଦିରର ମରାମତି ସହ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମାପନ କରି ତାହାର ସଠିକ ବିବରଣୀ ଦେବାଳୟ ସୁରକ୍ଷା କମିଟି କୁ ଜଣାଇବ ସେନେଇ ଏକ ଦାବୀ ଉପଜିଲ୍ଲାପାଳଙ୍କ ଠାରେ ଉଠାଯିବାକୁ ନିଷ୍ପତ୍ତି ନିଆହେଲା। ~ ଦେବାଳୟ ସୁରକ୍ଷା କମିଟି, ବଲାଙ୍ଗୀର🙏🏻 ଗୁରୁଜନ ଏବଂ ବୁଦ୍ଧିଜୀବୀ ମାନଙ୍କ ଉପଦେଶକୁ ସର୍ବଦା କାର୍ଯ୍ୟକାରୀ ନିମନ୍ତେ ଚେଷ୍ଟା କରାଯିବ। #morbalangir #balangir (at Balangir) https://www.instagram.com/p/CW1Co1oPbSi/?utm_medium=tumblr
ଜଣେ ସାଧାରଣ ଜନତାର ପ୍ରଶ୍ନ- ୧. ମେଣ୍ଟେନେନ୍ସ ନାଁରେ ବାରମ୍ବାର ବିଜୁଳି କାଟ୍ କାହିଁକି? ୨. ବାରମ୍ବାର ମେଣ୍ଟେନେନ୍ସ କରାଯାଉଛି ତାହେଲେ ନିମ୍ନମାନର କାମ ହେଉଛି କି? ଯଦ୍ୱାରା ବାରମ୍ବାର ମେଣ୍ଟେନେନ୍ସ କରିବାକୁ ପଡୁଛି। ୩. କୋଭିଡ଼ କଟକଣା ଯୋଗୁଁ ଅନ୍ ଲାଇନ୍ କ୍ଳାସ୍ ଚାଲିଛି; ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଥିପାଇଁ ବିଦ୍ୟୁତ ବିଭାଗ ଦାଇ ରହିବେ କି? ୪. ୨ ରୁ ୩ ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ କାହା ସ୍ବାର୍ଥରେ? ୫. କ'ଣ ମେଣ୍ଟେନେନ୍ସ ହେଇଛି ପ୍ରତ୍ୟେକ ଥର ତାହାର ପ୍ରମାଣ ଦିଅ? ୬. ଯଦି ବିଦ୍ୟୁତ୍ ବିଲ୍ ପୈଠ ନ କଲେ ଉପଭୋକ୍ତାଙ୍କୁ ଜୋରିମାନା, ତେବେ ବିଦ୍ୟୁତ କାଟ୍ ହେଲେ ବିଭାଗ ଜୋରିମାନା ଦେଉ। ଜନତାର ଟେକ୍ସ ନେଉଛ, ବିଦ୍ୟୁତ ବିଭାଗ ଉତ୍ତର ଦେବାକୁ ବାଧ୍ୟ ! ଜନସାଧାରଣଙ୍କୁ ମତାମତ ପାଇଁ ଅନୁରୋଧ। Jai Balangir, Jai Koshal 🔥💪🏻 #morbalangir #amebalangiria (at Balangir) https://www.instagram.com/p/CSxFhD4My4n/?utm_medium=tumblr
Don't wait for the perfect moment, make the moment perfect one.😍 . #morbalangir #rain #photography #iamabhisekdash #nature #sky #balangir #memory https://www.instagram.com/p/B_bk_qHFsK2/?igshid=150rggsgszb0o
Fog Filter applied over the City 😍. #morbalangir @morbalangir #fog #winter #iamabhisekdash (at Balangir) https://www.instagram.com/p/B5UF3ZHljQY/?igshid=1pe8p7hwfqxeb
या देवी सर्वभूतेषु मातृ-रूपेण संस्थिता। नमस्तस्यै नमस्तस्यै नमस्तस्यै नमो नमः॥ . Maa Durga 🙏🏻 you are the mother of all creatures, bless your child to be a good Son with good spirit. Kill all the bad habits and make them full of good. @morbalangir Rugudipada Durga Puja 🙏🏻 #morbalangir #durgapuja #rugudipada (at Balangir) https://www.instagram.com/p/B3XLQM-Ae7B/?igshid=1360q1uvr6si8