ମୁକୁଳା ଡ୍ରେନରେ ପଡିବ ସ୍ଲାପ୍ !
ମୁକୁଳା ଡ୍ରେନରେ ପଡିବ ସ୍ଲାପ୍ !
ସହରାଞ୍ଚଳରେ ଡ୍ରେନେଜ ସମସ୍ୟା ନେଇ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ଡ୍ରେନେଜ୍ ସମସ୍ୟା ନେଇବିସ୍ତୃତ ଭାବେ ଆଲୋଚନା କରାଯାଇଛି । ତେବେ ଖୁବ୍ଶୀଘ୍ର ସବ ମୁକୁଳା ଡ୍ରେନ୍ରେ ସ୍ଲାବ ପକାଇ ଆବଦ୍ଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ଏଥିଲାଗି ସ୍ୱତନ୍ତ୍ର ବ୍ୟୟବରାଦ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । This News has been Retrieved from the RSS feeds,…
View On WordPress









