Quantum-Tunneled Atmospheric Water Generator (QT-AWG)
କ୍ୱାଣ୍ଟମ୍-ଟନେଲଡ୍ ବାୟୁମଣ୍ଡଳୀୟ ଜଳ ଉତ୍ପାଦକ (QT-AWG)
Quantum-Tunneled Atmospheric Water Generator, ଏହା କ୍ୱାଣ୍ଟମ୍ ଭୌତିକ ବିଜ୍ଞାନ, ପରମାଣୁ ମାନିପୁଲେସନ୍ ଏବଂ ନ୍ୟାନୋ-ଟେକ୍ନୋଲୋଜି ବ୍ୟବହାର କରି ବାୟୁମଣ୍ଡଳରୁ ଜଳ ସଂଗ୍ରହ କରେ। ସାଧାରଣ ବାୟୁମଣ୍ଡଳୀୟ ଜଳ ଜେନେରେଟର୍ (AWG) ଯାହା ଘନୀଭବନ ଉପରେ ନିର୍ଭର କରେ, ବିଶୋଷକ ଉପାଦାନ ଯାଥା Silica Gel, ଜିଓଲାଇଟ୍ , କିମ୍ବା ମେଟାଲ୍-ଅର୍ଗାନିକ୍ ଫ୍ରେମୱାର୍କ (MOFs) ଭଳି ଉପାଦାନ ଦ୍ଵାରା ବାୟୁରୁ ଜଳୀୟ ବାଷ୍ପ ଶୋଷିଥାଏ । ତାହାଠାରୁ ମୋ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ଭିନ୍ନ ଏକ ବୈଜ୍ଞାନିକ ନୀତି ଅନୁସରଣ କରେ।
ଏକ ଜଳ ଅଣୁରେ ଅକ୍ସିଜେନ୍ ଓ ହାଇଡ୍ରୋଜେନ୍ ମଧ୍ୟରେ O-H ବନ୍ଧନର ଶକ୍ତି ପ୍ରାୟ 492 kJ/mol (କିମ୍ବା 5.1 eV ପ୍ରତି ବନ୍ଧନ)।
· ଏହା ଏକ ଶକ୍ତିଶାଳୀ ସହସଂଯୋଜକ ବନ୍ଧନ (covalent bond)
2. କ୍ଵାଣ୍ଟମ୍-ଟନେଲଡ୍ ଫିଶିଂର ପ୍ରସ୍ତାବିତ କାର୍ଯ୍ୟପ୍ରଣାଳୀ
ଜଳ ଅଣୁର ବନ୍ଧନ ଦୁର୍ବଳୀକରଣ
ଏକ ସୁନିୟନ୍ତ୍ରିତ ପରିବେଶ ସୃଷ୍ଟି କରାଯାଏ ଯେଉଁଠାରେ:
1. ସୁସଙ୍ଗଠିତ ବିଦ୍ୟୁତ୍-ଚୁମ୍ବକୀୟ କ୍ଷେତ୍ର: 10-100 THz ଥର୍ଟଜ୍ ରେଞ୍ଜର (ମଧ୍ୟ-ଇନ୍ଫ୍ରାରେଡ୍) ଏକ ସମ୍ବାଦୀ (coherent) EM କ୍ଷେତ୍ର ପ୍ରୟୋଗ କରାଯାଏ।
ସୁସଙ୍ଗଠିତ ବିଦ୍ୟୁତ୍-ଚୁମ୍ବକୀୟ କ୍ଷେତ୍ର: 10-100 THz ଥର୍ଟଜ୍ ରେଞ୍ଜର (ମଧ୍ୟ-ଇନ୍ଫ୍ରାରେଡ୍) ଏକ ସମ୍ବାଦୀ (coherent) EM କ୍ଷେତ୍ର ପ୍ରୟୋଗ କରାଯାଏ।
2. ନାନୋ-ପ୍ଲାଜମୋନିକ୍ ଗ୍ରିଡ୍: ସ୍ୱର୍ଣ୍ଣ କିମ୍ବା ରୁପାର ନ୍ୟାନୋ-ସ୍ଟ୍ରକ୍ଚର ଯାହା ଏକ ନିର୍ଦ୍ଦିଷ୍ଟ ଫ୍ରିକ୍ୱେନ୍ସିରେ ପ୍ଲାଜମୋନିକ୍ ରେଜୋନାଣ୍ସ ସୃଷ୍ଟି କରେ।










