ରତ୍ନ ବେଦୀରେ ମହାବାହୁ | ମହାପ୍ରଭୂ ମା' ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଛନ୍ତି। ଜୟ ଜଗନ୍ନାଥ। 🙏 🙏🙏🙏🙏🙏🙏 #RasagolaDibasa (at Kanpur, Orissa, India) https://www.instagram.com/p/CRrQcYaLZ2f/?utm_medium=tumblr

seen from Peru
seen from United States
seen from Canada
seen from Argentina
seen from China
seen from United States
seen from China
seen from China
seen from United States

seen from United States
seen from Germany

seen from China
seen from China
seen from China
seen from United States

seen from United States

seen from United States
seen from Greece
seen from United States
seen from United States
ରତ୍ନ ବେଦୀରେ ମହାବାହୁ | ମହାପ୍ରଭୂ ମା' ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଛନ୍ତି। ଜୟ ଜଗନ୍ନାଥ। 🙏 🙏🙏🙏🙏🙏🙏 #RasagolaDibasa (at Kanpur, Orissa, India) https://www.instagram.com/p/CRrQcYaLZ2f/?utm_medium=tumblr
ଜଗତର ନାଥ ଜଗନ୍ନାଥ ମା ଲକ୍ଷ୍ମୀଙ୍କୁ ରସାଗୋଲା ଦେଉଥିବାର ଦୃଶ୍ୟ | PC :Social Media #rasagoladibasa #niladribije #rathyatra (at Bhubaneswar - Smart City) https://www.instagram.com/p/CCNa-egnqCR/?igshid=hnggnmtz7pte
#odiafoods #niladribije #rasagoladibasa #godoflove #jagannath #subhadra #balavadra #puriwaves ରସଗୋଲା ପୃଥବୀକୁ ଓଡ଼ିଶାର ଦାନ । ( ବଙ୍ଗଳା ସାପ୍ତାହିକ ଅପ୍ରେଲ 2011 ) https://www.instagram.com/p/Bz7bhx4gXq4/?igshid=hkhmy6pi53f7
#niladribijaya #rasagoladibasa #puriwaves #odiafoods ରସଗୋଲା କେବେ ତିଆରି ହେଲା, ତାହାର ନିର୍ଦ୍ଦିଷ୍ଟ ଇତିହାସ ମିଳେ ନାହିଁ । ତେବେ ପାରମ୍ପରିକ ଭାବରେ ବହୁ କାଳରୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀଙ୍କୁ ଅର୍ପିତ ହୋଇଆସୁଛି । ଭିତରଛ ମହାପାତ୍ର ସେବକ ନିଜ ଘରେ ଏହା ପ୍ରସ୍ତୁତ କରି ସେଦିନ ଭୋଗ ରୁପେ ଏହାକୁ ଅର୍ପଣ କରିଥାନ୍ତି । ସେହି ପରମ୍ପରା ଅନୁସାରେ ସାଧାରଣ ଭକ୍ତମାନେ ବଡଦାଣ୍ଡରେ ରଥସ୍ଥିତ ଦେବତା ମାନଙ୍କୁ ମଧ୍ୟ ସର୍ପା ମଣୋହି ବିଧିରେ ଏହା ଅର୍ପଣ କରାଯାଏ । ଶ୍ରୀଜଗନ୍ନାଥ ଚେତନାର ବିଶିଷ୍ଟ ଗବେଷକ ସ୍ବର୍ଗତ ଜଗବନ୍ଧୁ ପାଢି ଓ ଶରତ ଚନ୍ଦ୍ର ମହାପାତ୍ର ଏହାର ଇତିହାସ 300 ବର୍ଷରୁ 700 ବର୍ଷର ବୋଲି କହିଛନ୍ତି । https://www.instagram.com/p/Bz6wLxzASxJ/?igshid=u4uyxdhieb0y
"People are so selfish. Those you help are the ones who turn against you" "लोग बहुत स्वार्थी हैं। जो लोग आप मदद करते हैं वो वे हैं जो आपके खिलाफ मुड़ते हैं" By Munshi Premchand
"People are so selfish. Those you help are the ones who turn against you" "लोग बहुत स्वार्थी हैं। जो लोग आप मदद करते हैं वो वे हैं जो आपके खिलाफ मुड़ते हैं" By Munshi Premchand
ରସଗୋଲା ଦିବସ
ରଥଯାତ୍ର ସମୟରେ ମହାପ୍ରଭୁ ତାଙ୍କ ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ ବୁଲିପଳାନ୍ତି ବୋଲି ମହାଲକ୍ଷ୍ମୀଙ୍କ ରାଗ ବଢ଼ିଯାଏ । ସ୍ନାନଯାତ୍ରାରେ ଏତେ ଗାଧୁଆ, ତା'ପରେ ପୁଣି ୧୫ଦିନର ଜ୍ୱର ଆଉ ଜ୍ୱର ଛାଡ଼ିଲା ବେଳକୁ ସିଧା ମାଉସୀଘର । ଯେକୌଣସି ସ୍ତ୍ରୀ ହେଲେ ବି ରାଗିବ । ମା' ଲକ୍ଷ୍ମୀ ବି ସେଥିରୁ ବାଦ୍ ଯିବେ କେମିତି । ସେଥିପାଇଁ ସେ ରାଗରେ ଯାଇକି ପ୍ରଭୁଙ୍କୁ ଦେଖା କରିନପାରି ହେରାପଞ୍ଚମୀରେ ନନ୍ଦିଘୋଷ ରଥକୁ ଭାଙ୍ଗିବାକୁ ବି ଚେଷ୍ଟା କରନ୍ତି ।
ତଥାପି ତାଙ୍କର ସେ ରାଗ କମେନି । ଫେରିଆସନ୍ତି ବଡ଼ଦେଉଳକୁ । ଆଉ ଅପେକ୍ଷା କରନ୍ତି ପ୍ରଭୁଙ୍କ ଫେରିବା ବାଟକୁ । ପ୍ରଭୁ ଆସିଲାପରେ କିନ୍ତୁ ସେ ଦେଖାନ୍ତି ତାଙ୍କ ରାଗର ଅସଲ କାମ । ବନ୍ଦ କରିଦିଅନ୍ତି ଶ୍ରୀମନ୍ଦିରର ଦୁଆର । ସବୁଲୋକଙ୍କର ସମଦଶା । ପତ୍ନୀକୁ ସଭିଙ୍କ ଭୟ । ପତ୍ନୀଙ୍କୁ ବୁଝେଇବାକୁ ଚେଷ୍ଟା କରିନ୍ତି ପ୍ରଭୁ, ମାତ୍ର ବିନା ଉପହାରରେ କ'ଣ କେହି ତା' ସ୍ତ୍ରୀକୁ ବୁଝେଇପାରିଲାଣି । ସେଇଥିପାଇଁ ମହାପ୍ରଭୁଙ୍କୁ ବି ଦେବାକୁ ପଡ଼େ ଲାଞ୍ଚ । ମହାଲକ୍ଷ୍ମୀଙ୍କର ରାଗ ଶାନ୍ତ କରିବା ପାଇଁ, ତାଙ୍କ ମୁହଁରୁ ଟିକିଏ ମିଠା ମିଠା କଥା ଶୁଣିବା ପାଇଁ ସେ ଦିଅନ୍ତୁ ତାଙ୍କୁ ମିଠା ଉପହାର । ଉପହାର ସ୍ୱରୂପ ଦିଅନ୍ତି ରସଗୋଲା ।
ସେ ତ ରସଗୋଲା, ଯେ କେହି ବି ଦେଖିଲେ ପାଟିରୁ ଲାଳ ଗଡ଼ିବ । ଯେତେ ଯିଏ ରାଗିଲେ ବି ତା'ର ଆପଣାର ମଣିଷଟି ଆଣିଥିବା ଏତେ ସୁନ୍ଦର ଆଉ ସୁଆଦିଆ ଉପହାର ଦେଖିବା ପରେ କିଏ ବା ଆଉ ସମ୍ଭାଳି ପାରିବ? ମାଆ ଜଗତଜନନୀ ବି ଆଉ ସମ୍ଭାଳି ପାରନ୍ତିନି ତାଙ୍କ ଲୋଭ । ଖୁସିରେ ଖୁସିରେ ସେ ଗ୍ରହଣ କରିନିଅନ୍ତି ଜଗତର ନାଥଙ୍କର ଉପହାର । ଆଉ ସୁଆଦିଆ ରସଗୋଲା ଖୁଆଇବାକୁ ଆଣିକି ଦେଇଥିବା ପତିଦେବଙ୍କୁ କେତେ ସମୟ ବା ବାହାରେ ଅପେକ୍ଷା କରାନ୍ତେ ସେ ! ଶେଷରେ ଫିଟାଇଦିଅନ୍ତି ସେ ଦୁଆର । ଆଉ ମହାପ୍ରଭୁ ପୁଣିଥରେ ବିଜେ କରନ୍ତି ରତ୍ନ ସିଂହାସନକୁ । ପୁଣିଥରେ ଚାଲେ ଜଗତର ନାଥଙ୍କର ସେହି ଲୀଳାଖେଳା ।
ଏଇ କାହାଣୀ ପ୍ରତିବର୍ଷ ଘଟିଥାଏ । ଏହା ପତିପତ୍ନୀ ମଧ୍ୟରେ ମନାନ୍ତର, ପ୍ରେମ, ରାଗରୁଷାକୁ ଦେଖାଇଥାଏ ଏହି ଦୁନିଆକୁ । ଯଦି କେବେ ପତ୍ନୀ ରୁଷିଥାଏ, ତାକୁ ବୁଝେଇବାକୁ, ମନେଇବାକୁ ହୋଇଥାଏ ସଭିଙ୍କୁ । ସେ ଜଗତର ନାଥ ଜଗନ୍ନାଥ ହୁଅନ୍ତୁ କି ସାଧାରଣ ମଣିଷ । ସଭିଙ୍କୁ ତାଙ୍କ ପତ୍ନୀଙ୍କର ମାନଭଞ୍ଜନ କରିବାକୁ ପଡ଼ିଥାଏ । ସଭିଙ୍କୁ ସେମାନଙ୍କର ପତ୍ନୀଙ୍କୁ ଖୁସି କରାଇବାକୁ ଦେବାକୁ ପଡ଼ିଥାଏ କିଛି ଉପହାର । କାହାର ରାଗ କମେଇବାକୁ ହେଲେ, ତାଙ୍କ ମୁହଁରୁ ମିଠା ମିଠା କଥାଟିକେ ଶୁଣିବାକୁ ହେଲେ, ରସଗୋଲାଠାରୁ ଆଉ ସୁଆଦିଆ ମିଠା କ'ଣ ବା ହେଇପାରେ । ସେଇଥିପାଇଁ ରାଗରୁଷାକୁ ଭୁଲିଯାଇ ଆଜି ରସଗୋଲା ବାଣ୍ଟନ୍ତୁ ଆଉ ସଭିଙ୍କୁ ଖୁଆନ୍ତୁ । ସବୁକିଛିର ଗୋଟିଏ ଅନ୍ତ ଥାଏ । ଆଉ ଆପଣଙ୍କର ରାଗରୁଷାର ବି ଅନ୍ତ ହେଉ । ଆଜିଭଳି ଏହି ଦିନରେ, ଯେଉଁଦିନ ମହାପ୍ରଭୁ ରାଗିଥିବା ପତ୍ନୀଙ୍କୁ ମନେଇବାକୁ ରସଗୋଲା ଉପହାର ଦେଉଛନ୍ତି, ଆପଣମାନେ ମଧ୍ୟ ଖୁଆନ୍ତୁ ସେମାନଙ୍କୁ ରସଗୋଲା । ଦେଖିବେ ସେମାନଙ୍କର ରାଗ କେମିତି ରସଗୋଲାର ରସ ବୋହିଗଲା ଭଳି ତରଳିକି ବୋହିଯିବ ।
ଏହିଭଳି ପବିତ୍ରଦିନରେ ସେଇଥିପାଇଁ ସାରା ଓଡ଼ିଶା ପାଳନ କରୁଛି ରସଗୋଲା ଦିବସ । ରସଗୋଲା ଦିବସ ପାଳନର ମୁଖ୍ୟ ଉଦ୍ୟେଶ୍ୟ ହେଲା ଆମେମାନେ ଆମ ରାଜ୍ୟର ଏହି ସୁଆଦିଆ ମିଠାକୁ ଖାଇବା, ବାଣ୍ଟିବା ଆଉ ସଭିଙ୍କୁ ଖୁଆଇ ଆପଣାର କରିପାରିବା । ରସଗୋଲା ଦିବସ ପାଳନ ପାଇଁ ଆଜିପରି ଭଲଦିନଟିଏ ଆଉ କ'ଣ କେବେ ମିଳିବ ।
2nd #RasagolaDibasa Celebration - On Niladribije Falls on Sunday 17th July 2016 #Odisha
2nd #RasagolaDibasa Celebration – On Niladribije Falls on Sunday 17th July 2016 #Odisha
2nd #RasagolaDibasa Celebration – On Niladribije Falls on Sunday 17th July 2016 #Odisha
Also Read RasagolaDibasa; why On Niladri Bije ? #RasagolaDibasa #Odisha #OdiaFood
On July 30, 2015, on the day of “Niladri Bije”, a social media campaign was started by using a hashtag #RasagolaDibasa and it later became a main-stream celebration as the maiden day to celebrate Rasgulla’s origin to be Odisha.…
View On WordPress