ଗାଁ ପୁଅ-ଝିଅଙ୍କୁ ମାଗଣା ଆର୍ମି ଟ୍ରେନିଂ ଦେଉଛନ୍ତି ଦୁଇ ଏକ୍ସ-ଆର୍ମି
ଗାଁ ପୁଅ-ଝିଅଙ୍କୁ ମାଗଣା ଆର୍ମି ଟ୍ରେନିଂ ଦେଉଛନ୍ତି ଦୁଇ ଏକ୍ସ-ଆର୍ମି
ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଭାରତୀୟ ସେନାରେ ରହି ଦେଶ ମାତୃକାର ସେବା କଲେ। ଆଉ ଅବସର ପରେ ନିଜ ଗାଁରେ ଯୁବପିଢ଼ିଙ୍କୁ ମାଗଣାରେ ଦେଉଛନ୍ତି ଟ୍ରେନିଂ। ବଲାଙ୍ଗିର ଜିଲ୍ଲା ବାଦ୍ ଅନ୍ୟ ଜିଲ୍ଲାରୁ ବି ପୁଅ ଝିଅ ଆସି ଏଠି ଟ୍ରେନିଂ ନେଉଛନ୍ତି। ଆଉ ସ୍ୱପ୍ନ ଦେଖୁଛନ୍ତି ଆଗାକୁ ହେବେ ଯବାନ। ଏ ପିଲାମାନଙ୍କୁ ଟ୍ରେନିଂ ଦେଉଥିବା ଦୁଇ ଯବାନ ହେଲେ ଲିଙ୍ଗରାଜ ନାୟକ ଏବଂ ସତ୍ୟବାନ ଭୋଇ। ଦେଖନ୍ତୁ ଟିଟଲାଗଡ଼ରୁ ଏହି ଖବର Published: Otv Khabar Bureau Last updated: 11 October 2021,…
View On WordPress


















