👉ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା - ଖରିଫ ୨୦୨୩👈
✍️ଫସଲ ବୀମା ପାଇଁ ଆବଶ୍ୟକୀୟ ଦସ୍ତାବିଜ :-
୧. ଜମି ପଟ୍ଟା (Land Record or RoR)
୨. ଆଧାର କାର୍ଡ (Aadhaar Card)
୩. ବ୍ୟାଙ୍କ ଜମା ଖାତା ର ନକଲ (Bank Passbook Xerox copy)
୪. ଚାଷୀ ର ମୋବାଇଲ୍ ନମ୍ବର୍ (Mobile Number)
୫. ବିହନ ବୁଣିଥିବା ପ୍ରମାଣ ପତ୍ର (Sowing Certificate) କିମ୍ବା ସ୍ଵକୀୟ ଘୋଷଣାନାମା (Self Declaration Certificate)
*ବୀମା କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୩*
✔️ ବୀମା କେଉଁଠି କରିବେ :- ଆମ ଜନସେବା କେନ୍ଦ୍ର * ମେହାନ ସର୍ଭିସେସ୍ - Mehan Services *
ତଥା ଆପଣଙ୍କ ନିକଟସ୍ଥ ଜନସେବା କେନ୍ଦ୍ର ଠାରେ
🌐 PMFBY Portal (https://pmfby.gov.in )
କେନ୍ଦୁଝର ଜିଲ୍ଲା ପାଇଁ ଏ ବର୍ଷ ର ବିଜ୍ଞାପିତ ଫସଲ ଗୁଡ଼ିକ ହେଉଛି:-
*ଧାନ(ସମସ୍ତ ୧୩ବ୍ଲକ)*
*ଚିନାବାଦାମ(ଝୁମ୍ପୁରା,ପାଟଣା, ସାହାରପଡ଼ା)*
*ଅଦା (ବାଂସପାଳ)*
*ହଳଦୀ (ବାଂସପାଳ)*
*ମକା(ସମସ୍ତ ୧୩ ବ୍ଲକ)*
*ହରଡ଼ (ଚମ୍ପୁଆ, ଘଷିପୁରା, ହରିଚନ୍ଦନପୁର, ଯୋଡ଼ା, କେନ୍ଦୁଝର, ପାଟଣା)*
❌❌ *୨ ହେକ୍ଟର ପର୍ଯ୍ୟନ୍ତ ଫସଲକୁ ବୀମାଭୁକ୍ତ କରାଇବା ପାଇଁ ଚାଷୀ ମାନଙ୍କୁ ପଞ୍ଜୀକରଣ ବାବଦକୁ ମାତ୍ର ୧ ଟଙ୍କା ଦେବାକୁ ପଡ଼ିବ ଏବଂ ୨ ହେକ୍ଟର ରୁ ଅଧିକ ଜମି ପାଇଁ ଚାଷୀ ମାନେ ନିର୍ଦ୍ଧାରିତ ବୀମା ରାଶି ଦେଇ ନିଜ ଫସଲକୁ ବୀମାଭୁକ୍ତ କରାଇ ପାରିବେ ।*❌❌
🙏 ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ଯେ ୩୧ ଜୁଲା ASEଇ ୨୦୨୩ ସୁଦ୍ଧା ନିଜ ନିଜର ଫସଲକୁ ନିଃଶୁଳ୍କ ରେ ବୀମାଭୁକ୍ତ କରାଇ ନିଅନ୍ତୁ ।
ଆପଣଙ୍କ ସେବା ରେ ମେହାନ ସର୍ଭିସେସ୍
କେନ୍ଦୁଝର
7848817821









