*ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ବିଶେଷ ସୂଚନା*
❌❌‼️ଦୟାକରି ଧ୍ୟାନ ଦିଅନ୍ତୁ ‼️❌❌
ବର୍ତମାନ *କାଳିଆ ଯୋଜନା* ର *ନୂତନ ଆବେଦନ ଓ ଅଭିଯୋଗ ଦାଖଲ ଚାଲୁ ଅଛି।* ଯେଉଁ ଯୋଗ୍ୟ ଚାଷୀ ମାନେ କାଳିଆ ଯୋଜନା ସୁବିଧା ପାଇ ପାରିନାହାନ୍ତି ସେମାନେ ପାଇଁ ଏହା ଶେଷ ସୁଯୋଗ। କାଳିଆ ଯୋଜନା ସହାୟତା ପାଇବା ପାଇଁ ଆପଣ ମାନେ ଆମ ଜନସେବା କେନ୍ଦ୍ର *ମେହାନ ସର୍ଭିସେସ୍* ରେ ଆବେଦନ କରି ପାରିବେ ।
*❌ଏହି ଆବେଦନ ପ୍ରକ୍ରିୟା ଆସନ୍ତା ୩୧-୦୭-୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବ।❌*
*❌ଆବେଦନ କରିବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ/ଆବଶ୍ୟକତା❌*
୧. ଆଧାର (ଯେଉଁଥିରେ ମୋବାଇଲ ସଂଯୋଗ ହୋଇଥିବ).
୨. ବ୍ୟାଙ୍କ ଖାତା (ଯେଉଁଥିରେ ନାମ ଆଧାର ସହ ସମାନ ଥିବ/ ଆଧାର ସଂଯୋଗ ହୋଇଥିବା/ ଜାତୀୟ ବ୍ୟାଙ୍କ ଖାତା ହେଲେ ଭଲ)
୩. ରାସନ୍ କାର୍ଡ (NFSA) ଥିବା ବଧ୍ୟାତା ମୂଳକ ଅଟେ
୪. ଜମି ପଟ୍ଟା
୫.କୃଷକ ଓଡ଼ିଶା ରେ ପଞ୍ଜିକରଣ କରିଥିବେ।
*ପରବର୍ତୀ କାଳିଆ ଓ ପିଏମ୍ କିସାନ୍ ସହାୟତା ପାଇବା ପାଇଁ ବ୍ୟାଙ୍କ 🏦 ଖାତା ରେ ଆଧାର ସଂଯୋଗ କରନ୍ତୁ।*
ଆପଣଙ୍କ ସେବାରେ
*ମେହାନ ସର୍ଭିସେସ୍*
*୭୮୪୮୮୧୭୮୨୧*













