WE LOVE TO DESIGN YOUR DREAMS
seen from United States
seen from United States
seen from China
seen from Romania

seen from Singapore
seen from United States

seen from United States
seen from United States
seen from United States
seen from United States

seen from United States
seen from United States
seen from United States
seen from United States
seen from United States

seen from United States

seen from United States
seen from France

seen from United States
seen from United States
WE LOVE TO DESIGN YOUR DREAMS
A MONTHLY MAGAZINE by ANIMATIONODISHA
ଆପଣଙ୍କ ମନ୍ତବ୍ୟ ଆମ ପ୍ରୟାସ ରେ ଏକ ମୂଲ୍ୟବାନ ଅନୁଦାନ, ପତ୍ରିକାଟିକୁ ପଢି ଅନ୍ୟ ମାନଙ୍କୁ ଶେୟାର କରନ୍ତୁ,କାରଣ ଏଇଠି ଆପଣ ମାନେ ପାଇବେ ଆଞ୍ଚଳିକ, ରାଜ୍ୟ ଭିତ୍ତିକ, ଦେଶ ଭିତର ତଥା ବାହାର ର ଖବର | ବାତ୍ୟା ହେଉ କି ମରୁଡି ହେଉ ଏଥିରେ ଆପଣ ମାନେ ପାଇପାରିବେ ପାଣିପାଗ ଓ ଜଳବାୟୁ ର ସୂଚନା | କାଥା ପ୍ରସଙ୍ଗ ରେ ପାଇବେ ମହାପୁରୁଷ ଙ୍କ ଜୀବନି, ଇତିହାସ ତଥା କିମ୍ବଦନ୍ତୀ, ଆଗାମୀ ଦିନ ପାଇଁ ପ୍ରସ୍ତାବ ମାନ| ଭିନ୍ନ ଭିନ୍ନ ପ୍ରକାର ର ସ୍ୱାଦିଷ୍ଟ ରୋଷେଇ ପ୍ରଣାଳୀ, ଖେଳ ଖବର, ବିଭିନ୍ନ ସ୍ଥାନ ଭ୍ରମଣ ଓ ସେ ସମ୍ବନ୍ଧରେ ସୂଚନା | ମୁଖ୍ୟ ଆକର୍ଷଣ ରେ ନୂଆ ନୂଆ ତଥା ଅତ୍ୟାବଶ୍ୟକୀୟ ୱେବ୍ସାଇଟ ଓ ଯନ୍ତ୍ର(GADGET) ବିଷୟ ରେ ଟିପ୍ସ ଓ ଟ୍ରିକ୍ସ | ନୀତିଶିକ୍ଷା ଗଳ୍ପ କବିତା ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଆବଶ୍ୟକିୟ କ୍ଷିପ୍ର ଓ ମୃଦୁ ଆଘାତ ବିଶିଷ୍ଟ ପଂକ୍ତି ମାନ, ଆମ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ କଥା ଓ ଲୋକକଥା ଏବଂ ନିର୍ଭୁଲ ଗ୍ରହ ବିଚାର, ରାଶି ଚକ୍ର ଓ ଶୁଭାଶୁଭ ରାଶିଫଳ | ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପାଦେୟ ଉପଦେଶ ମାନ; ଏପରି ଆହୁରି ଅନେକ କିଛି | ଆମ ତରଫ ରୁ ପ୍ରସ୍ତୁତ ଓଡ଼ିଆ ମାସିକ ପତ୍ରିକା ର ଏହା ହେଉଛି ଏକାଦଶ ପକାଶନ । ଆଶା କରୁଛୁ ପତ୍ରିକା ଟିର ନୂଆ ରୂପ ଆପଣଙ୍କୁ ପସନ୍ଦ ଆସିବ , ଏହା ନିଶ୍ଚୟ ଆପଣଙ୍କ ପାଇଁ ମନୋରଞ୍ଜନ ଭିିତ୍ତିକ ତଥା ଜ୍ଞାନ ବର୍ଦ୍ଧକ ହେବ |
https://odiapaperthismonth.blogspot.com/2022/03/april.html