ମୋଟର କର୍ମଚାରୀଙ୍କ ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବି ପତ୍ର। ନରସିଂହପୁର ୨.୦୬.୨୦। ନରସିଂହପୁର, ବଡମ୍ବା, ତିଗିରିଆ ଓ ଆଠଗଡ଼ ଅଞ୍ଚଳର ଘରୋଇ ମୋଟର ଡ୍ରାଇଭର, କଣ୍ଡକ୍ଟର ମାନଙ୍କର ଗତ ମାର୍ଚ୍ଚ, ଅପ୍ରେଲ, ମଇ 3 ମାସ ଧରି ବସ୍ ଚାଲୁନଥିବାରୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ତେଣୁ ଆର୍ଥିକ ସହାୟତା ଦାବି ନେଇ ଲେବର ୱେଲ୍ଫେୟାର ଆସୋସିଏସନ୍ ସମ୍ପାଦକ କୁଳମଣୀ ରାଉଳ ଙ୍କ ନେତୃତ୍ୱରେ ଏକ ଦଳ ନରସିଂହପୁର ତହସିଲ କାର୍ଯ୍ୟାଳୟ ଜରିଆରେ ୨୦୦ କର୍ମଚାରୀ ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ନରସିଂହପୁର ରୁ ଦେବଦତ୍ତ ମଳୟ କୁମାର ବରାଳ ଙ୍କ ରିପୋର୍ଟ। #CMO_ODISHA #Narasinghpur #Badamba #Tigiria #Athagarh #Cuttack #odishafightscorona (at Cuttack, Orissa) https://www.instagram.com/p/CA7bU4ihpVo/?igshid=5pxku4qvkch9
















