ନିଖୋଜ ଯୁବକ ତିଗିରିଆ ଅଂଚଳ ରୁ ଉଦ୍ଧାର। -------------------------------------------------------------- ନରସିଂହପୁର ସ୍ଥାନୀୟ ଲେହଙ୍ଗ ଗ୍ରାମର ପ୍ରଶାନ୍ତ ବେହେରା ବୟସ (୩୫) ନିଖୋଜ ହୋଇଯାଇଥିଲେ। ଫେସବୁକରେ ଏ ଖବର ପୋଷ୍ଟ ହେଲାପରେ ତିଗିରିଆ ରେ କୌଣସି ଦୋକାନ ପାଖରେ ପ୍ରଶାନ୍ତ ଠିଆ ହୋଇଥିବାର ଦେଖି ସ୍ଥାନୀୟ ଯୁବ ବ୍ୟବସାୟୀ ବିଷ୍ଣୁସେନ ପାଲ ଏବଂ ତାକୁ ଦେଖିଲା ପରେ ତାଙ୍କ ଶାଳକ ଏବଂ ପରିବାର ବର୍ଗଙ୍କ ସହିତ ଯୋଗାଯୋଗ କରିଥିଲେ। ସଟ ଡାଉନରେ ଗାଡି ସମସ୍ୟା ଥିବାରୁ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ଘରକୁ ପଠାଇଥିଲେ। ନରସିଂହପୁର ରୁ ଶାନ୍ତନୁ କୁମାର ଗାଣଙ୍କ ରିପୋର୍ଟ, କାନପୁର ଖବର | #Tigiria #Narasinghpur #ambulance #Cuttack #Odisha (at Narasinghapur, Orissa, India) https://www.instagram.com/p/CPdbd0qLJPZ/?utm_medium=tumblr









