କଟକ ଜିଲ୍ଲା ବଡ଼ମ୍ବା ବ୍ଳକରେ କୋଭିଡ଼-୧୯ ପରିଚାଳନା କରୁଥିବା ଅଧିକାରୀ ମାନଙ୍କ ଖାମଖିଆଲି ଓ ଦାୟିତ୍ବହୀନତା ପାଇଁ ଜଣେ ୧୦ ବର୍ଷର ନାବାଳିକା ଏବେ ମାନସିକ ଯନ୍ତ୍ରଣାରେ । କିଏ ସିଏ କଲା ନେଗେଟିଭ ରିପୋର୍ଟକୁ ପଜିଟିଭ । ନିରପେକ୍ଷ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବଡ଼ମ୍ବା ଥାନାରେ ଦିଆଗଲା ଏତଲା ।।#Badamba #Police #CMO_Odisha #Cuttack #Odisha https://www.instagram.com/p/CDnrXCwhhQm/?igshid=11zghomymdmii












