Kabir Bedi, Octopussy (1983)

seen from Bosnia & Herzegovina

seen from Kazakhstan
seen from China

seen from Maldives
seen from United States
seen from Yemen

seen from Türkiye
seen from Netherlands
seen from Germany
seen from United States

seen from Russia
seen from Russia
seen from Maldives

seen from Malaysia

seen from Malaysia

seen from United States

seen from Russia

seen from United Kingdom

seen from United States
seen from Türkiye
Kabir Bedi, Octopussy (1983)
Some GIFs of henchmen from Bond films. Not the most popular, but I think they’re pretty cool.
Tài nguyên m?i do EU tài tr? du?c thi?t k? d? tang cu?ng thuong m?i Arabica Nepal
ଜେଏମ୍ଏଫସି କୋର୍ଟରେ ହାଜର ହେଲା ଗୋବିନ୍ଦ ଓ ସହଯୋଗୀ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା । ଜେଏମ୍ଏଫସି ବଙ୍ଗୋମୁଣ୍ଡାରେ ହାଜର ହେଲେ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ । ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ଡ୍ରାଇଭରକୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଙ୍ଗୋମୁଣ୍ଡା ଜେଏମ୍ଏଫସି ରେ ହଜାର କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିବା କହିଛନ୍ତି ସରକାରୀ ଓକିଲ ବାସୁଦେବ ରାୟ । ଗତ ୨ ତାରିଖ ଦିନ ଭିଡିଓ କନଫରେନ୍ସରେ କୋର୍ଟରେ ହାଜିର ହୋଇଥିଲେ ୨ ଜଣ । ଆଜି ପୁଣି ଭିଡିଓ କନଫରେନ୍ସରେ କୋର୍ଟରେ ହାଜିର ହୋଇଥିଲେ । ଆସନ୍ତା ନଭେମ୍ବର ୨୭ ତାରିଖରେ ପୁଣି ଦୁଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଗୋବିନ୍ଦ ସାହୁ ମମିତାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ରାଧେଶ୍ୟାମ ଗୋବିନ୍ଦକୁ ସହଯୋଗ କରିଥିବା ଯୋଗୁ ତାକୁ ମଧ୍ୟ ଗିରଫ କରିଥିଲା ପୋଲିସ । ଗିରଫ ଦୁଇ ଜଣ ବର୍ତ୍ତମାନ ସମୟରେ କଣ୍ଟାବାଞ୍ଜି ଉପ କାରଗାର ରେ ରଖାଯାଇଛି । Read the full article
Sustain the energy of the universe
Kabir Bedi as GOBINDA in
OCTOPUSSY
तिमीलाई पाउनु अघि म खुशी थिए भने..तिमीलाई गुमाउनु पश्चात् पनि म अवश्य खुशी हुनेछु..किनकी कसैको कमिले मेरो प्रेम अपुरो हुन सक्छ..जीवन होइन..