ଅଧା ଲେଖା ତୁମ ଅତୀତ ଚିଠିରୁ ସ୍ମୃତି ସାଉଣ୍ଟୁଛି ବସି ବୟସ ହଜିଛି ଆଖିରେ ପରଳ ଜବକାଚଟାରେ ମସି, ଫଗୁଣ ବର୍ଣ୍ଣାଳି ଲାଗୁଛି ବିବର୍ଣ୍ଣ ବସନ୍ତରେ ଜଳେ ଦେହ ବିଷଣ୍ଣ ଗୋଧୂଳି ଲେଉଟି ଚାହୁଁଛି ରାତିକୁ ଲାଗୁଛି ଭୟ, ଦୂରେ ମଧୁଶାଳା ହାତରେ ପିଆଲା କଣ୍ଠେ ତୁମ ଜୟଗାନ ରାତି ୠତୁମତୀ ହେଲେ ଭୀତି ସାଥୀ କାଳେ ସରିଯିବ ସ୍ୱପ୍ନ।। ତପନ ଦୀକ୍ଷିତ (ବେଳାଭୂମି) ନାସିକେଶ୍ୱର, କାକଟପୁର, ପୁରୀ #yqbhaina #belabhumi #lostlove #odiawritings #ବେଳାଭୂମି Read my thoughts on @YourQuoteApp #yourquote #quote #stories #qotd #quoteoftheday #wordporn #quotestagram #wordswag #wordsofwisdom #inspirationalquotes #writeaway #thoughts #poetry #instawriters #writersofinstagram #writersofig #writersofindia #igwriters #igwritersclub https://www.instagram.com/p/Chi9in0oser/?igshid=NGJjMDIxMWI=














