"ଉତ୍`ଥାନ୍-୨୦୨୨"("ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) ର ୬ ନମ୍ୱର୍ ବାର୍ଷିକ୍ ଉତ୍ସବ୍ 🙏 ଦେଖୁନ୍ ଦେଖୁନ୍ ୬ ବରସ୍ ଥି ପାହା ଥୁଇଛେ "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) । ୨୦୧୬ ଅଗଷ୍ଟ ୨୬ ତାରିକ୍ କୋଶଲ୍ ମହାବନ୍ଦ୍ ଦିନ ଭୁବନେଶ୍ବର୍ ନୁ ସ୍ଵତନ୍ତ୍ର କୋଶଲ୍ ରାଜ୍ୟ ଦାବୀ ନେଇ ଗଢି ଉଠିଥିଲା WOYM 🚩 ଆସବା ୨୬ ଅଗଷ୍ଟ (ଶୁକ୍ରୁବାର୍) ଦିନ ବରଗଡ଼ ଟାଉନ୍ ହଲ୍ ନୁ "ବାର୍ଷିକ୍ ଉତ୍ସବ୍ - ଉତ୍`ଥାନ୍" ମନା ହେବା। ନିଉତା ରହେଲା ମା ମାଟି ପ୍ରେମି ତଥା ସେବା ରେ ସମର୍ପନ୍ ଥିବାର୍ ବ୍ୟକ୍ତି ଅନୁଷ୍ଠାନ୍ ମାନେ ଆସି କରି ଆମର୍ ଗହକି ବଢ଼ାବେ । ଆପଣଙ୍କର୍ "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) 🤝 #utthan #woym #WesternOdishaYuvaManch #foundationday #6th #year (at Bargarh) https://www.instagram.com/p/Chgb20Pvut5/?igshid=NGJjMDIxMWI=












