ପୁରୁଣା ଟିଣ ଛପର ଘରେ ଫଳକ ମାରି ଲୁଟି ନେଲେ ଆବାସ ଟଙ୍କା ! ଆଦିମ ଜନଜାତିର ଲୋକେ ଜଳକା..
ପୁରୁଣା ଟିଣ ଛପର ଘରେ ଫଳକ ମାରି ଲୁଟି ନେଲେ ଆବାସ ଟଙ୍କା ! ଆଦିମ ଜନଜାତିର ଲୋକେ ଜଳକା..
ମୁଣ୍ଡ ଉପରେ ଦଦରା ଟିଣ ଛପର ଛାତ । ପୁରୁଣା ମାଟି ଘରର କାନ୍ଥସବୁ ଫାଟି ଆଁ କଲାଣି । କିନ୍ତୁ ଘରର ମୁଖ୍ୟ ଦ୍ୱାର ନିକଟରେ ଲାଗିଛି ଚକାଚକ ସାଇନ୍ ବୋର୍ଡ । ଏହି ସାଇନ୍ ବୋର୍ଡକୁ ଭଲ କରି ଦେଖିଲେ ଆପଣଙ୍କ ମଥା ଘୁରିଯିବ । ରାୟଗଡ଼ା: ମୁଣ୍ଡ ଉପରେ ଦଦରା ଟିଣ ଛପର ଛାତ । ପୁରୁଣା ମାଟି ଘରର କାନ୍ଥସବୁ ଫାଟି ଆଁ କଲାଣି । କିନ୍ତୁ ଘରର ମୁଖ୍ୟ ଦ୍ୱାର ନିକଟରେ ଲାଗିଛି ଚକାଚକ ସାଇନ୍ ବୋର୍ଡ । ଏହି ସାଇନ୍ ବୋର୍ଡକୁ ଭଲ କରି ଦେଖିଲେ ଆପଣଙ୍କ ମଥା ବି ଘୁରିଯିବ । ରାୟଗଡ଼ା କଲ୍ୟାଣସିଂପୁର…
View On WordPress












