ହେ ଗଣପତି, ତୁମକୁ ମୋର ନମସ୍କାର। ତୁମେ ହେଉଚ ଚାକ୍ଷୁସ ସତ୍ଯ । ତୁମେ ସମସ୍ତଙ୍କର ଧାରଣାକାରୀ । ସମସ୍ତଙ୍କର ହରଣକାରୀ । ତୁମେ ହେଉଚ ସାକ୍ଷାତ ବ୍ରହ୍ମ। ତୁମେ ମୋତେ ପୃଷ୍ଠଭାଗରୁ ରକ୍ଷାକର, ଅଗ୍ରଭାଗରୁ ରକ୍ଷାକର । ଉତ୍ତର ଭାଗରୁ ରକ୍ଷାକର, ଦକ୍ଷିଣଭାଗରୁ ରକ୍ଷାକର । ଉର୍ଦ୍ଧରୁ, ଅଧଃରୁ, ଚତୁର୍ଦ୍ଦିଗରୁ ସର୍ବତୋଭାବେ ମୋତେ ରକ୍ଷାକର, ରକ୍ଷାକର। #ganapti #vinayak #gajanan #jayjayshrijagannath https://www.instagram.com/p/CQgp7pqBbxN/?utm_medium=tumblr










