ପ୍ରଶାସନର ନିଦ ଭାଙ୍ଗୁନି !!! କଟକ ଜିଲ୍ଲା ନରସିଂହପୁର ବ୍ଳକ ଅନ୍ତର୍ଗତ କାନପୁର ଗ୍ରାମପଞ୍ଚାୟତର ମେଡ଼ିକାଲ ଛକ ରୋଡରେ ବର୍ଷାହେଉ ବା ନ ହେଉ କିନ୍ତୁ ବଡ଼ ଦୁଃଖର କଥା ଯେ ଏହି ବାଟ ଦେଇ ଜନସାଧାରଣ, ବଡ଼ବଡ଼ ବାବୁ, ସରପଞ୍ଚ, ଏମେଲ, ତହସିଲଦାର, ବିଡ଼ିଓ, ଏ ବାଟ ଦେଇ ଯାତାୟତ କରୁଛନ୍ତି | କିନ୍ତୁ କାହା ଆଖିରେ ପଡୁନାହିଁ | ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି | ତେବେ ବାକି ରହିଲା କେବେ ପ୍ରଶାସନର ନିଦ ଭାଙ୍ଗୁଛି ? ସମସ୍ତ ବନ୍ଧୁଙ୍କୁ କାନପୁର ଖବର ତରଫରୁ ଅନୁରୋଧ 🙏🙏🙏ଏ ପୋଷ୍ଟକୁ ଅଧିକରୁ ଅଧିକ ମାତ୍ରାରେ ଶେୟାର କରନ୍ତୁ | #Kanpur #MedicaChhak #GovtOfOdisha #CMOOdisha #Narasinghpur #PanchayatiRaj #Cuttack #Odisha (at Kanpur, Orissa, India) https://www.instagram.com/p/CPYfGyXrK64/?utm_medium=tumblr













