An Another Achievement ❤️ ବଲାଙ୍ଗୀର୍ ନେ ସମ୍ମାନିତ୍ ହେଲା "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) ଆଜି ବଲାଙ୍ଗୀର୍ ସାମ୍ବାଦିକ୍ ଭବନ୍ ଠାନେ କୋଶଲ୍ ପ୍ରବାହ ନ୍ୟୁଜ ପୋର୍ଟାଲ୍ ର ବାର୍ଷିକ୍ ଉତ୍ସବ୍ ରେ #WOYM କେ କରୋନା ମହାମାରୀ ସମୀୟା ରେ ଅସହାୟ ଲୁକର୍ ସେବା ଲାଗି "କରୋନା ଯୋଦ୍ଧା" ଭାବେ ସମ୍ମାନିତ୍ କରାଗଲା। କୋଶଲ୍ ପ୍ରବାହ ନ୍ୟୁଜ୍ ର ସମ୍ପାଦକ୍ ଶ୍ରୀ ଆନଦ ଚନ୍ଦ୍ର ସାହୁ ଆଜ୍ଞା, ସାମ୍ବାଦିକ୍ ଶ୍ରୀ ଦେବାଶିଷ ମିଶ୍ର ଦାଦା, ସନ୍ମୟ ସାହୁ ଭାଇ ଆଉ ପୁରା ଟିମ୍ WOYM କେ ଉତ୍ସାହିତ୍ କରିଥିବାର୍ ଲାଗି ବହୁତ୍ ବହୁତ୍ ଧନ୍ୟବାଦ୍। ଆପଣ୍ ମାନ୍ କର୍ ଏନ୍ତା ଭଲ୍ ପାଏବାର୍ ସବୁବେଲେ ଥିବା ବଲି ଆମର୍ ଆଶା ଆଉ ବିଶ୍ଵାସ୍। #WOYM #WesternOdishaYuvaManch #KoshalPrabaha #Felicitation #CovidWarrior #balangir #WesternOdisha (at Sambadik Bhawan , Balangir) https://www.instagram.com/p/CSMew2Coht-/?utm_medium=tumblr

















